ରାଜ୍ୟ

ଘରକୁ ଆସିଥିବା ଅତିଥିଙ୍କ ଗଳା କାଟିଦେଲେ…

କୋରାପୁଟ/ନନ୍ଦପୁର,୧୨।୧୧(ଅମିତାଭ ବେହେରା/ସୁନୀଲ ପଣ୍ଡା): ଦୁଇ ଜଣଙ୍କ ଗଳାକାଟିବା ପରେ ନିଜ ଗଳା କଟିଲେ ମାନସିକ ବିକୃତ ଯୁବକ। ଏଭଳି ଏକ ଘଟଣା ଘଟିଛି ଲମତାପୁଟ ଟିକରପଡା ଗ୍ରାମରେ । ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ମୁହଁ ଖୋଲିଲେ ବିଜେଡି ବିଧାୟକ, କହିଲେ…

ଭୁବନେଶ୍ୱର, ୧୨।୧୧: ଜୟନାରାୟଣଙ୍କ ବିସ୍ଫୋରକ ବୟାନ ପରେ ବିଜେଡିର କଡା ଜବାବ। ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କଣ ହେବ । ଓଡ଼ିଶାର ଜନ ସାଧାରଣ ସେ ନିଷ୍ପତ୍ତି ନେବେ। ଭାଜପା ଏଭଳି ଦିବା ସୱପ୍ନ…

ବିଜୟଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ: ରାଜନୀତି କରନାହିଁ

ଦାରିଙ୍ଗବାଡ଼ି,୧୨।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଆମ୍ବ ଟାକୁଆ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଥିଲା। ରାଜ୍ୟର ବରିଷ୍ଠ ନେତା ବିଜୟ ମହାପାତ୍ର ଶନିବାର ମାଣ୍ଡିପଙ୍କା ଗସ୍ତ କରିଥି ଲେ। ସେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ…

ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି! ଚାକିରିଆ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମିଳିବ…

ଭୁବନେଶ୍ୱର,୧୨।୧୧: ଚାକିରିଆଙ୍କ ମୃତ୍ୟୁ ପରେ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି, ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା…

ଜୟନାରାୟଣଙ୍କ ବିସ୍ଫୋରକ ବୟାନ: ସାଲାଇନ ସହ ଆଇସିୟୁରେ ଅଛି…

ଭୁବନେଶ୍ୱର, ୧୨।୧୧: ବିଜେଡି ସରକାର ଗଢିବା ପ୍ରତିକ୍ରିୟା ପରେ ,ଭାଜପା ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି, ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ ଏହା ନିଶ୍ଚିତ ସ୍ବାଗତ ଯୋଗ୍ୟ  କିନ୍ତୁ  ଏଠି ପ୍ରଶ୍ନ…

ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ: ଚଳଚଞ୍ଚଳ ଶ୍ରୀକ୍ଷେତ୍ର 

ପୁରୀ,୧୨ା୧୧(ଅଜିତ୍‌ କୁମାର ମହାନ୍ତି)-ମଙ୍ଗଳବାର (୧୨ ତାରିଖ)ଠାରୁ ପଞ୍ଚକ ବ୍ରତ ଆରମ୍ଭ ହେବାକୁ ଯାଉଛି। ପଞ୍ଚକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପଞ୍ଚକରେ ଶ୍ରୀମନ୍ଦିରରେ…

ସୁଭଦ୍ରା ଯୋଜନାରେ କେଉଁମାନେ ଟଙ୍କା ପାଇଛନ୍ତି, କେଉଁମାନଙ୍କର ଖାରଜ ହୋଇଛି ଆବେଦନ; ଆସିଲା ଲିଷ୍ଟ

ଭୁବନେଶ୍ୱର,୧୨।୧୧: ସୁଭଦ୍ରା ଯୋଜନାରେ ସରକାର ପ୍ରଥମ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇସାରିଲେଣି। ତେବେ ଆସନ୍ତା ନଭେମ୍ବର ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ରିଲିଜ ହେବ। ଏହା ପୂର୍ବରୁ ଯେଉଁମାନଙ୍କର ବ୍ୟାଙ୍କ…

ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଚଣ୍ଡିବସ୍ତ ଗାଁରେ ସୋମବାର ରାତିରେ କେତେଜଣ ବିଜେଡି କର୍ମୀଙ୍କ ମିଳିତ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଆହତ ହୋଇଛନ୍ତି। ସେମାନେ ହେଲେ ବୁଦ୍ଧିଆ ପଲେଇ(୫୨), ମା’ ସୁଶିଳା ପଲେଇ(୭୪), ପୁଅ ମନ…

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ

କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ଦସ୍ତଖତ ଥିବା ଦରଖାସ୍ତ ସୋମବାର କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କୁ…

ଗର୍ଭବତୀ, ସ୍କୁଲ ପିଲାଙ୍କ ଖାଦ୍ୟରେ ସାମିଲ ହେବ ମାଣ୍ଡିଆ

ଭୁବନେଶ୍ୱର,୧୨ା୧୧(ଅନିଲ ଦାସ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଲୋକସେବା ଭବନରେ ଆୟୋଜିତ ୨ ଦିନିଆ ଅନ୍ତର୍ଜାତୀୟ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ଶ୍ରୀଅନ୍ନ ଓ ବିସ୍ମୃତ ଖାଦ୍ୟକୁ ପ୍ରୋତ୍ସାହନ ଦେବା ଦିଗରେ…

ଆସନ୍ତା ଦୁଇଦିନରେ ୨ରୁ ୪ ଡିଗ୍ରୀ ଯାଏ କମିଯିବ ରାତି ତାପମାତ୍ରା, ବୁଧବାର ବର୍ଷା

ଭୁବନେଶ୍ୱର,୧୨।୧୧: ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ଆଞ୍ଚଳିକ ପାଣିପ[ଆଜି କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନ ଅନୁଯାୟୀ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ। ରାତି…

ଆଜିଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): ଶିଶୁ ଦିବସ ଉପଲକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମଙ୍ଗଳବାରଠାରୁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ୍‌ ପରିସରରେ ଆରମ୍ଭ ହେବ। ୧୪ ତାରିଖ ଯାଏ ଚାଲିବାକୁ ଥିବା ଏହି ମହୋତ୍ସବରେ ବ୍ଲକ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri