ରାଜ୍ୟ

ଜୁଆଆଡ୍ଡାରେ ଚଢ଼ାଉ: ୪ ଲକ୍ଷରୁ ଅଧିକ ଟଙ୍କା ଜବତ, ୧୮ ଗିରଫ

ଜଗନ୍ନାଥପ୍ରସାଦ,୨୫ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ଥାନା ପୋଲିସ ଗୁରୁବାର ମଧ୍ୟ ରାତିରେ ଝାଡ଼ାଭୂମି ପଞ୍ଚାୟତର ବରକୋଳିଆ ଅଞ୍ଚଳରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୮ଜଣଙ୍କୁ ଗିରଫ…

1 year ago

ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୨୫।୭: ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ…

1 year ago

ଦାରିଙ୍ଗବାଡ଼ିରେ ଏ ହାତରୁ ସେ ହାତକୁ ଘୂରି ବୁଲୁଛି ୫୦୦ ଟଙ୍କିଆ ନୋଟ୍‌, ବ୍ୟାଙ୍କରେ ଜମା କରିବାବେଳେ…

ଦାରିଙ୍ଗବାଡ଼ି,୨୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୫ ଶହ ଟଙ୍କିଆ ନକଲି ନୋଟ୍‌ ଏ ହାତରୁ ସେ ହାତକୁ ଘୂରି ବୁଲୁଥିବା ନେଇ ବ୍ୟବସାୟୀ…

1 year ago

ଅନାସ୍ଥା ପ୍ରସ୍ତାବକୁ ନେଇ ହଲଚଲ, ଚାଞ୍ଚଲ୍ୟକର ବୟାନ ଦେଲେ ଭକ୍ତ, କହିଲେ ନବୀନଙ୍କ ସହ…

ଭୁବନେଶ୍ୱର,୨୫।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ…

1 year ago

ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ: ବିଡିଓଙ୍କ ନିକଟରେ ଅଭିଯୋଗ କରି କହିଲେ…

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଛାର ପଦର ଗ୍ରାମରେ ଦୀର୍ଘ ମାସ ହେଲାଣି ନିମ୍ନମାନର ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣକୁ ନେଇ ବିଡିଓଙ୍କ ନିକଟରେ…

1 year ago

ଡେପୁଟି ରେଞ୍ଜରଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ଜବତ ହେଲାଣି ନଗଦ ୧ କୋଟି ୪୪ ଲକ୍ଷ ଟଙ୍କା

କୋରାପୁଟ/ଜୟପୁର,୨୫ା୭(ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

1 year ago

ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ନୂଆପଡ଼ା,୨୫ା୭ (ମକାରୁ ବେମାଲ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର…

1 year ago

ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି, ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୭: ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ…

1 year ago

ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

କୋରାପୁଟ,୨୫ା୭(ପବନ ପାଣିଗ୍ରାହୀ): ଜୟପୁର ଫରେଷ୍ଟ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି।ସକାଳ…

1 year ago

OAS ସ୍ତରରେ ବଡ଼ ଅଦଳବଦଳ: ଅନେକ ବରିଷ୍ଠ ଅଧିକାରୀଙ୍କ ବଦଳି, ନୂତନ ନିଯୁକ୍ତି

ଭୁବନେଶ୍ୱର,୨୫ା୭: ଓଡ଼ିଶା ସରକାରଙ୍କ ସାଧାରଣ ପରିଚାଳନା ଓ ଜନଶକ୍ତି ଅଭିଯୋଗ ବିଭାଗ (GA & PG) ଦ୍ୱାରା ରାଜ୍ୟରେ OAS ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ ଅଦଳବଦଳ…

1 year ago