ନୂଆଦିଲ୍ଲୀ,୧।୩: ସାରା ଦେଶରେ ରେକର୍ଡ ଭାଙ୍ଗିଛି ଚଳିତବର୍ଷ ଫେବୃଆରୀ ମାସ ତାପମାତ୍ରା। ୧୯୦୧ ମସିହାରେ ଦେଶରେ ତାପମାତ୍ରା ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ଉତ୍ତପ୍ତ…
ଭୁବନେଶ୍ୱର,୧।୩: ସୁରେଶ ପନ୍ତ ନୂଆ ପିସିସିଏଫ ନିଯୁକ୍ତ ହୋଇଛନ୍ତି। ୧୯୯୦ ବ୍ୟାଚର IFS ସୁରେଶ ପନ୍ତ। ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସୁରେଶ ପନ୍ତ ଓଡ଼ିଶାର…
ଭୁବନେଶ୍ୱର,୧।୩: ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଟାର୍ଗେଟ। ସେ କାହାର ନାଁ ନ ନେଇ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା…
ଭୁବନେଶ୍ୱର,୧।୩: ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍ ଶୋ ବେଳେ ଲୋୟର ପିଏମ୍ଜିରେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ…
ଭୁବନେଶ୍ୱର,୧।୩: ବାଣୀବିହାର- ରସୁଲଗଡ଼ ବିଚ୍ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତଙ୍କୁ ଗିରଫ କରିଛି । ତାଙ୍କୁ…
ଭୁବନେଶ୍ୱର, ୧।୩(ସୁନିତ୍ ମିଶ୍ର):ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ପ୍ରାୟ ଏକ ଘଣ୍ଟା ଧରି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ରାଜ୍ୟ ଅତିଥି ଭବନରେ…
ବରଗଡ଼, ୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା…
କଟକ,୧।୩: ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି। ବିଜ୍ଞାନ C ସେଟ୍ରେ ୪ ମାର୍କ କମ୍ ଥିବା ସୂଚନା ମିଳିଛି। ଏପଟେ ବୋର୍ଡ ସଭାପତି ତ୍ରୁଟିକୁ ସ୍ବୀକାର…
ଭୁବନେଶ୍ୱର,୧।୩: ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା। ବ୍ରହ୍ମପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ଏଥର…
କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍ସି/ଏସ୍ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା…