ରାଜ୍ୟ

ବାପାଙ୍କୁ ହାଣି ମାଟିରେ ପୋତିଦେଲେ ପୁଅ

ଦେବଗଡ଼,୮ା୧୦(ଶଶାଙ୍କ ଶେଖର ଝାଙ୍କର): ନିଜ ଜନ୍ମଦାତାଙ୍କୁ ଟାଙ୍ଗିଆରେ ହାଣି ମାଟିରେ ପୋତିଦେଇଛନ୍ତି ଜଣେ ନୃଶଂସ ପୁଅ। ଏଭଳି ଅଭାବନୀୟ କାଣ୍ଡ ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା…

11 months ago

ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା: ନିର୍ଦ୍ଦେଶନାମା ଜାରି

କଟକ,୮ା୧୦: ବାଲିଯାତ୍ରା ଗ୍ରାଉଣ୍ଡ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା କରି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍‌ ଜୋନ୍‌’…

11 months ago

ଲାଞ୍ଚ ନେଉଥିଲେ OAS ଅଧିକାରୀ, ମାଡିବସିଲା ଭିଜିଲାନ୍ସ

ଭଞ୍ଜନଗର,୮/୧୦(ବାବୁଲା ପ୍ରଧାନ): ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫…

11 months ago

ଆଇନଜୀବୀଙ୍କୁ ଗୁଳିକରି ହତ୍ୟା: ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ କଲମ ଛାଡ଼ ଆନ୍ଦୋଳନ

ଅନୁଗୋଳ,୮ା୧୦(ମାନସ ବିଶ୍ୱାଳ): ବ୍ରହ୍ମପୁରର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ପ୍ରତିବାଦରେ ଅନୁଗୋଳ ବାର୍‌ ଆସୋସିଏଶନ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ, ଶୋକସଭା,…

11 months ago

ପୀତବାସ ପଣ୍ଡା ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଓକିଲ ସଂଘ

ପୁରୁଷୋତ୍ତମପୁର,୮ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁରର ବରିଷ୍ଠ ଓକିଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା…

11 months ago

ବିପଦ ପାଲଟିଛି ଗୁମାଡ଼ି ନଦୀ, ରାସ୍ତା ସମ୍ପ୍ରସାରଣ ଦାବି

ଦାରିଙ୍ଗବାଡ଼ି,୮ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ବୁଡ଼ାଗୁଡ଼ାକୁ ସଂଯୋଗ କରୁଥିବା ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଅସ୍ଥାୟୀ ପୋଲ ଧୋଇ ହୋଇଯିବା ପରେ ବିକଳ୍ପ…

11 months ago

ଚ୍ୟାଲେଞ୍ଜ ସୃଷ୍ଟି କରିଛି ବନ୍ୟପ୍ରାଣୀଙ୍କ ସୁରକ୍ଷା: ହାତୀ-ମଣିଷ ସହାବସ୍ଥାନକୁ ନେଇ ଆଲୋଚନା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାର୍କ ଲାଇନସ୍ଥିତ ଅଡିଟରିଅମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ହାତୀ ଓ ମଣିଷ ସହାବସ୍ଥାନ ସମ୍ପର୍କରେ ଆଲୋଚନା ହୋଇଛି। ଅତିଥି ଭାବେ…

11 months ago

ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍‌ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ ସଭାପତି…

11 months ago

ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଚାଲିଗଲା ଅବସରପ୍ରାପ୍ତ କିରାଣିଙ୍କ ଜୀବନ

ବଲାଙ୍ଗୀର,୮ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଇନ୍ଦିରା ନଗର ନିବାସୀ କିଶୋର କୁମାର ରାଉତ (୬୨ )ଙ୍କ ହୃଦ୍‌ଘାତରେ ବୁଧବାର ପରଲୋକ ହୋଇଛି। ସମ୍ବଲପୁର ଏକ ଘରୋଇ ହସ୍ପିଟାଲରେ…

11 months ago

ଆଇନଜୀବୀ ହତ୍ୟା ଘଟଣା: କଲମ ଛାଡ଼ ଆନ୍ଦୋଳନ କରି ଆଇନଜୀବୀଙ୍କ ପ୍ରତିବାଦ

ଲୋଇସିଂହା,୮ା୧୦(ସୁଶାନ୍ତ ବାରିକ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା…

11 months ago