ରାଜ୍ୟ

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୪ରୁ ୬…

1 year ago

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପରିବାର ପାଇଁ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର,୩ା୫(ବ୍ୟୁରୋ): ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟି ରାଜ୍ୟରେ ପ୍ରତିବର୍ଷ ବହୁ ଲୋକ ମୃତାହତ ହେଉଛନ୍ତି। ଏଥିସହିତ ହାତୀମାନେ ଘରଦ୍ବାରା ଭାଙ୍ଗିବା ସହ ଫସଲ ନଷ୍ଟ…

1 year ago

ସବୁ ଜିଲାପାଳଙ୍କୁ ହାଇଆଲର୍ଟ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ନେଇ ସରକାର ପୁରା ପ୍ରସ୍ତୁତ ଥିବା ବୁଧବାର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଲଗାତାର ଭାବେ ମେ ମାସରେ…

1 year ago

୯ରେ ବତ୍ୟା ସମ୍ଭାବନା: ଲଘୁଚାପ ପରେ ଗତିପଥ ହେବ ସ୍ପଷ୍ଟ

ଭୁବନେଶ୍ୱର,୩।୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ପରେ ଏହା ୭ତାରିଖରେ ଲଘୁଚାପ ରୂପ ନେଇ ୮ତାରିଖରେ ଅବପାତରେ ପରିଣତ…

1 year ago

ଏଡିଏମ୍‌ଙ୍କ ଗାଡ଼ିକୁ ଧକ୍କା ଦେଲା ମୋ ବସ୍‌

ଭୁବନେଶ୍ୱର,୩।୫(ବ୍ୟୁରୋ): କଟକର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଗାଡ଼ିକୁ ମୋ ବସ୍‌ ଧକ୍କା ଦେଇଛି। ମଙ୍ଗଳବାର ମଧ୍ୟାହ୍ନରେ ଭୁବନେଶ୍ୱର ରାଜଭବନ ଛକରେ ଏହି ଦୁର୍ଘଟଣା ଘଟିଛି।…

1 year ago

ରାହାଡ଼ପୁର ପାହାଡ଼ ନିକଟରେ ଧାରଣା

ଯାଜପୁର ଅଫିସ/କବାଟବନ୍ଧ, (ଡି.ଏନ.ଏ.)୩।୫ : ପ୍ରଶାସନିକ ଅଧିକାରୀ ଓ ଖଣି ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ବନ୍ଦ କର। କେତେ ଟଙ୍କା ଲାଞ୍ଚ ନେଇ ମୁହଁ ବନ୍ଦ କରିଛ। ଧର୍ମଶାଳା…

1 year ago

୫ ଜିଲାର ୪୪୯ ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୩।୫(ବ୍ୟୁରୋ): ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିବା ସହିତ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଏହା ଭିତରେ ସବୁଠାରୁ ଭଲ କଥା…

1 year ago

ପଡ଼ିଆ ହେଉ କି ରାସ୍ତା, ଝଗଡ଼ା ଗ୍ରହଣୀୟ ନୁହେଁ

ଭୁବନେଶ୍ବର,୩।୫(ବ୍ୟୁରୋ): ଆଇପିଏଲ୍‌ ମ୍ୟାଚ୍‌ ସମୟରେ ସୋମବାର ଇଣ୍ଡିଆ ଟିମ୍‌ର ଦୁଇ ଖେଳାଳିଙ୍କ ମଧ୍ୟରେ ଦେଖାଦେଇଥିବା ବାକ୍‌ଯୁଦ୍ଧକୁ ନେଇ ଏବେ ଏହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା। ଭାରତୀୟ ଟିମ୍‌ର…

1 year ago

ଏକାଧିକ ପ୍ଲଟ୍‌ ଆବଣ୍ଟନ ଉପରେ ହାଇକୋର୍ଟଙ୍କ ରୋକ

କଟକ ଅଫିସ,୩।୫: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ୍‌ ନେବା ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଙ୍କଠାରୁ ଏକାଧିକ ପ୍ଲଟ୍‌…

1 year ago

ଖରାଛୁଟି ପାଠପଢ଼ା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଖରାଛୁଟିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି।…

1 year ago