ରାଜ୍ୟ

ବାଲିଗୁଡ଼ାରେ ଚୋର ଭାବି ପୋଲିସକୁ ନିର୍ଧୁମ ମାଡ଼

ବାଲିଗୁଡ଼ା,୧୧ା୭: କଳାହାଣ୍ଡି ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ସୂଚନା…

9 months ago

ଗଡ଼ୁନି ଗାଡ଼ି, ବଢ଼ୁଛି ଦୁର୍ଦ୍ଦଶା

ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ…

9 months ago

ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ

ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ…

9 months ago

Video: ପାହାଳରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ, ଯିଏ ପାରିଲା ସିଏ ବୋହିନେଲା…

ଭୁବନେଶ୍ୱର,୧୧।୭: ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଅଣ୍ଡା ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଯୋଗୁ ରାଜପଥରେ ଯାତାୟାତ…

9 months ago

ଜେଲରୁ ଫେରି ମନମୋହନଙ୍କୁ ସମ୍ବର୍ଦ୍ଧିତ କଲେ ଜଗନ୍ନାଥ

ଭୁବନେଶ୍ୱର,୧୧।୭: ଓଡ଼ିଶା ଭାଜପାର ନବନିର୍ବାଚିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଗୁରୁବାର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ସମ୍ବର୍ଦ୍ଧନା ଜଣାଇଛନ୍ତି। ଜଗନ୍ନାଥ ନିଜ ସମର୍ଥକଙ୍କ ସହ ଭୁବନେଶ୍ୱରସ୍ଥିତ…

9 months ago

ଆଜି ଆସିବେ ରାହୁଲ, ଖାର୍ଗେ

ଭୁବନେଶ୍ୱର,୧୧ା୭(ରବିନାରାୟଣ ଜେନା): ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଶୁକ୍ରବାର ଆୟୋଜିତ ହେବ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ। ଏଥିରେ ଯୋଗଦେବେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

9 months ago

୨୦୨୬ ରାଜ୍ୟ ସଭା: ନବୀନ ବିକିବେ ନା ନେତା ଚେତିବେ, ଜାଣନ୍ତୁ ରାଜ୍ୟ ସଭା ଭୋଟିଂ ଫର୍ମୁଲା

ଭୁବନେଶ୍ୱର,୧୧।୭:(ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଓଡ଼ିଶାରେ ୪ଟି ରାଜ୍ୟ ସଭା ଆସନ ଖାଲି ହୋଇଯିବ। ଖାଲି ହେବାକୁ ଥିବା ଏହି ରାଜ୍ୟ ସଭା ଆସନଗୁଡିକୁ ନେଇ ଏବେଠାରୁ…

9 months ago

ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପରିବହନ ମନ୍ତ୍ରୀ କହିଦେଲେ ବଡ କଥା…

ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରାଜ୍ୟରେ ଜାରି ରହିଛି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ…

9 months ago

ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା

ଚାନ୍ଦବାଲି,୧୧।୭ (କିଷାନ ପାତ୍ର): ବିଲ ଭଳି କାଦୁଅ ପଚ ପଚ ହୋଇଛି ଗାଁ ରାସ୍ତା। ବର୍ଷାଋତୁରେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା, ଚାଲି ଚାଲି…

9 months ago

ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ

ରାଜନଗର, ୧୦ା୭(ଭାସ୍କର ରାଉତରାୟ): ରାଜନଗର ବ୍ଲକରେ ଦୀର୍ଘଦିନ ହେବ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ସରପଞ୍ଚମାନେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଲେ ବି କୌଣସି ବିଲରେ ବିଡିଓ…

9 months ago