ରାଜ୍ୟ

ଆସିଲା ସ୍ବତନ୍ତ୍ର ଆପ୍‌ ‘AWESOME’: ସଶକ୍ତ ହେବ ଅଙ୍ଗନଓ୍ବାଡ଼ି

ଭୁବନେଶ୍ୱର,୩୦ା୭: ଅଙ୍ଗନଓ୍ବାଡ଼ିକୁ ସଶକ୍ତ କରିବାକୁ ଏକ ସ୍ବତନ୍ତ୍ର ଆପ୍‌ ‘AWESOME’ ଆସିଛି। ଅଙ୍ଗନଓ୍ବାଡ଼ି ଓ୍ବେଲ୍‌ଫେୟାର ଆଣ୍ଡ୍‌ ସର୍ଭିସ୍‌ ଓଭର ନାଇଟ୍‌ ମନିଟରଙ୍ଗି Everywhere ଆପ୍‌। ଏହି ଆପ…

9 months ago

ଶୋଇଥିବାବେଳେ ଦୁଇ ଯୁବକଙ୍କୁ କାମୁଡ଼ିଲା ସାପ, ଲିଭିଗଲା ଜୀବନଦୀପ

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ବୁଧବାର କନ୍ଧମାଳ ଜିଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି…

9 months ago

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

କଟକ,୩୦ା୭: Odisha Teacher Eligibility Test (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇବା ସହ ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନାରୁ…

9 months ago

ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ

ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି।…

9 months ago

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ବାଦ୍‌ ପଡ଼ିଥିଲେ…

ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ…

9 months ago

ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ,୩୦ା୭: ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍‌ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ…

9 months ago

ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ କଲେ ଜିଲା ଶିକ୍ଷାଧିକାରୀ

ବଲାଙ୍ଗୀର, ୩୦।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।…

9 months ago

ଆଜି ଏହି ସବୁ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା, ଜାରି ହେଲା ଆଲର୍ଟ

ଭୁବନେଶ୍ୱର,୩୦।୭: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଯାଏ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।…

9 months ago

ଥାନା ହାଜତରୁ ୨ ଅଭିଯୁକ୍ତ ଫେରାର

ପୁରୀ,୨୯।୭: ପୁରୀ ଜିଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା…

9 months ago

ଘର ଆଗରେ ଧାରଣା ବସିଛନ୍ତି ପ୍ରେମିକା, ତାଲା ପକାଇ ପରିବାର ସହ ପ୍ରେମିକ ଫେରାର; ନ୍ୟାୟ ନ ମିଳିଲେ…

ଦାରିଙ୍ଗବାଡ଼ି,୨୯।୭(ଅରୁଣ ସାହୁ): ପ୍ରଥମେ କଲେଜରେ ଦେଖା ପରେ ପ୍ରେମ। ଧୀରେ ଧୀରେ ସମ୍ପର୍କ ଆଗକୁ ବଢି ଶାରୀରିକ ସମ୍ପର୍କରେ ପହଞ୍ଚିଥିଲା। ହେଲେ ଏବେ ଧୋକା ପାଇବା ପରେ…

9 months ago