ରାଜ୍ୟ

ଶିକ୍ଷକ ବଦଳି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

ଭୁବନେଶ୍ୱର/କଟକ,୩୧ା୭,(ରବିନାରାୟଣ ଜେନା/କାର୍ତ୍ତିକ ସାହୁ): ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍‌ପିଙ୍କ ସୁପାରିସ୍‌ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର…

8 months ago

ଲାଓସ୍‌ରୁ ୪ ଓଡ଼ିଆଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶକଙ୍କୁ ଶ୍ରମ ଆୟୁକ୍ତଙ୍କ ପତ୍ର

ଭୁବନେଶ୍ୱର,୩୧ା୭(ରବିନାରାୟଣ ଜେନା): ଦକ୍ଷିଣ ଏସିଆର ଲାଓସ୍‌ରେ ଫସିଥିବା କେନ୍ଦ୍ରାପଡ଼ାର ୪ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ…

8 months ago

ଅପାରଗତା ଲୁଚାଇବାକୁ ଭାଜପା ଯୁବ, ମହିଳା ମୋର୍ଚ୍ଚାର ଅପଚେଷ୍ଟା: ବିଜେଡି

ଭୁବନେଶ୍ୱର, ୩୧ା୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ମହିଳା ଶାଖା ଦ୍ୱାରା ମଙ୍ଗଳବାର ରାଜରାସ୍ତାରେ କରାଯାଇଥିବା ପ୍ରତିବାଦ କାର୍ଯ୍ୟକ୍ରମ ଉପରେ ବୁଧବାର ବିଜେଡି କଡ଼ା ପ୍ରତିକ୍ରିୟା ଦେଇଛି। ଶଙ୍ଖ…

8 months ago

ନାରୀ ନିର୍ଯାତନା ବନ୍ଦ ନ ହେବା ଯାଏ ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର, ୩୧ା୭(ରବିନାରାୟଣ ଜେନା): ରାଜ୍ୟରେ ନାରୀ ନିର୍ଯାତନା ଯେପର୍ଯ୍ୟନ୍ତ ବନ୍ଦ ନ ହୋଇଛି ସେପର୍ଯ୍ୟନ୍ତ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଦେଶ ମହିଳା…

8 months ago

ଜଗନ୍ନାଥଙ୍କୁ ନେଇ ରାଜ୍ୟ ସରକାର ଖେଳ ଖେଳୁଛନ୍ତି: କଂଗ୍ରେସ

ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା): ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ଆରାଧ୍ୟ ଦେବତା। ମାତ୍ର ରାଜ୍ୟ ସରକାର ଜଗନ୍ନାଥଙ୍କୁ ନେଇ ଯେଉଁ ଖେଳ ଖେଳୁଛନ୍ତି ତାହା ସମସ୍ତ ଜଗନ୍ନାଥପ୍ରେମୀଙ୍କୁ…

8 months ago

ଲାଇଭ୍‌ ଭିଡିଓରେ ମହିଳା ଏମ୍‌ବିକେଙ୍କ ଆତ୍ମହତ୍ୟା ଉଦ୍ୟମ

କୋରାପୁଟ /ନାରାୟଣପାଟଣା, ୩୧ା୭, (ଅମିତାଭ ବେହେରା/ ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ପଥରଦେଉଳ ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ଲକରେ କାର୍ଯ୍ୟରତ ମିଶନଶକ୍ତିର…

8 months ago

ପହିଲାରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୩୧ା୭ (ରବିନାରାୟଣ ଜେନା) ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

8 months ago

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କିଏ, କେବେଠାରୁ କରିପାରିବେ ଆବେଦନ? ସବିଶେଷ…

ଭୁବନେଶ୍ୱର,୩୦ା୭(ସୁଚିସ୍ମିତା ସାହୁ): ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ। ୨୧ ବର୍ଷ ହୋଇଥିବା ଯୁବତୀମାନେ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା…

8 months ago

ଅତି ପ୍ରବଳ ବର୍ଷା: ଏହି ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୩୦ା୭(ଅନୁରାଧା ମହାରଣା)- ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି। ବୁଧବାର ଭଦ୍ରକରେ ସର୍ବାଧିକ ୪୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ…

8 months ago

OAS ଅଫିସରଙ୍କ ବିରୋଧରେ ସ୍ତ୍ରୀ, ନବଜାତକ ପ୍ରତି ନିଷ୍ଠୁରତା ଅଭିଯୋଗ: ଏଫ୍‌ଆଇଆର୍‌ ରୁଜୁ

ଭୁବନେଶ୍ୱର,୩୦।୭: ଓଡ଼ିଶା ଆଡମିନିଷ୍ଟ୍ରେଟିଭ ସର୍ଭିସ (OAS) ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଓ ନବଜାତକ ପ୍ରତି ନିଷ୍ଠୁରତା, ହଇରାଣ ଓ ମାନସିକ ନିର୍ଯାତନ…

8 months ago