ଗୋପବନ୍ଧୁ ନଗର, ୨୮ା୯(ଶାନ୍ତନୁ କୁମାର ମଢୁଆଳ)- ଲଘୁଚାପ ପ୍ରଭାବରେ ୫ ଦିନ ଧରି ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜଲା ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ…
ଭୁବନେଶ୍ୱର,୨୮।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ରବିବାର ଗୋବିନ୍ଦ ସାହୁଙ୍କ ପରିବାର ଲୋକେ ପହଞ୍ଚିଥିଲେ। ଏହି ଅବସରରେ ଗୋବିନ୍ଦଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି…
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ…
ନୂଆପଡ଼ା,୨୮ା୯: ବିହାର ବିଧାନସଭା ସହ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ନେଇ…
ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଖଡ଼ିକାପଦା ପଞ୍ଚାୟତ ଗୋହିରା ସାହି ଜଙ୍ଗଲ ନିକଟରେ ଥିବା ମହୁଲ ଗଛରୁ ରବିବାର ସକାଳୁ ପାଟଣା ପୋଲିସ ଜଣେ…
ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପୂର୍ତ୍ତବିଭାଗର ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଯାହା ଚିନ୍ତାର ବିଷୟ ପାଲଟିଛି। ବ୍ରହ୍ମପୁର ଓ…
ରିଷିଡ଼ା,୨୮ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ପୋଲିସର ମିଳିତ ଅପରେଶନରେ ମିଳିଛି ବଡ଼ ସଫଳତା। ତେରେସିଂହା ପଞ୍ଚାୟତ ବେଲପଡ଼ାର ଜନୈକ ବ୍ୟବସାୟୀ ରାକେଶ…
ଭଦ୍ରକ,୨୮ା୯: ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ…
ଭୁବନେଶ୍ୱର,୨୮।୯(ଅନୁରାଧା ମହାରଣା): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପ୍ରଶାସନିକ ସେବା ପରୀକ୍ଷାରେ କିସ୍ର ୨ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ଭତ୍ରା…
ଭୁବନେଶ୍ୱର,୨୭ା୯(ସୁଚିସ୍ମିତା ସାହୁ): ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣି(ମିନିଷ୍ଟେରିଆଲ ଷ୍ଟାଫ୍)ଙ୍କର ୩ ବର୍ଷରେ ବଦଳି ବାଧ୍ୟତାମୂଳକ କରାଯାଇଛି। ଯେଉଁ କିରାଣିମାନେ ଗୋଟିଏ ସ୍ଥାନରେ ୩ବର୍ଷ କିମ୍ବା ତା’ଠାରୁ ଅଧିକ…