ଭୁବନେଶ୍ବର, ୨୬।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅର୍ଥାତ୍ ମଙ୍ଗଳବାର ପୋଲିସ ଓ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। କଂଗ୍ରେସ ଭବନ ନିକଟରେ ଛିଡା ହୋଇ ଜୋର ଜବରଦସ୍ତ ପରେଡ…
ବରଗଡ଼ ଅଫିସ୍,୨୬।୧: ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳନ କରାଯାଉଛି। ଏହି ଅବସରରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମରୁ ସ୍ବାଧୀନତା ସଂଗ୍ରାମୀ…
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ୭ ମାସ (୬ ଜୁନ୍ ୨୦୨୦) ପରେ ପ୍ରଥମ ଥର ରାଜ୍ୟରେ…
ବରଗଡ଼ ଅଫିସ୍,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ…
ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ଜିଲା ଷ୍ଟାଡିୟମ୍ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…
କଟକ ଅଫିସ,୨୬।୧: ବଲାରପୁର ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ବିକ୍ରି ହେବାକୁ ଥତ୍ବା ଚୌଦ୍ୱାର କାଗଜକଳର ୬୦୦ ଏକର ଜାଗା ଉପରେ ହାଇକୋର୍ଟ ପୂର୍ବରୁ ଜାରି କରିଥିବା ସ୍ଥିତାବସ୍ଥାକୁ ସୋମବାର…
ସାଧାରଣତନ୍ତ୍ର ଦିବସର ସକାଳୁ ସକାଳୁ କୁନି ପିଲାଙ୍କ ହାତରେ ଜାତୀୟ ପତାକା ଓ ମୁହଁରେ ସମ୍ବିଧାନ ରଚୟିତାଙ୍କର ଜୟଗାନ ଶୁଣିଲେ ହୃଦୟରେ ଦେଶପ୍ରେମ ଜାଗିଉଠେ କିନ୍ତୁ ଅପରାହ୍ନରେ…
ଏଭଳି ଯେ ସମୟ ଆସିବ ଅାଉ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ ସେ ନେଇ ଅାଦୋ ଚିନ୍ତା କରିନଥତ୍ଲି ା ସରକାରଙ୍କ ଏକତରଫା ନିଷ୍ପତି ଯୋଗୁଁ…
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ଏଠାରେ ଉପନିର୍ବାଚନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ…
ଭୁବନେଶ୍ୱର, ୨୬।୧(ବ୍ୟୁରୋ): ରାଜ୍ୟର ସବୁ ଡିଗ୍ରୀ କଲେଜରେ ଯୁକ୍ତ୩ ପ୍ରଥମ ବର୍ଷ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୯ ତାରିଖରୁ…