ରାଜ୍ୟ

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସ୍ନାନବେଦିକୁ ଯାଇପାରିବେ ଭକ୍ତ, ହେଲେ ଛୁଇଁବା ମନା

ପୁରୀ ଅଫିସ,୭।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ସ୍ନାନଯାତ୍ରା ପ୍ରଥମେ ଥିବାରୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ…

4 years ago

ଭୁଲିଗଲେ ସମ୍ପର୍କ: ସ୍ତ୍ରୀଙ୍କ ଅଶ୍ଳିଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ସ୍ବାମୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଭୁଲିଗଲେ ସମ୍ପର୍କ। ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ସ୍ବାମୀ। ଏଭଳି ଏକ ଘଟଣାରେ କମିଶନରେଟ ପୋଲିସର ଭୁବନେଶ୍ୱରସ୍ଥିତ ସାଇବର କ୍ରାଇମ…

4 years ago

ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବଦ୍ଧ ଦନ୍ତା, ଚିକିତ୍ସା ପାଇଁ ଜଙ୍ଗଲ ମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ୱର, ୭।୬(ବ୍ୟୁରୋ)- ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବଦ୍ଧ ଦନ୍ତା। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଏ ନେଇ ମଙ୍ଗଳବାର ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି। ବିଧାୟକ…

4 years ago

୨୪ ଘଣ୍ଟାରେ ବଦଳିଲା ସ୍ବର: ଛୁଟିରେ ଯିବାକୁ ଆବେଦନ,ନିଜକୁ ମାନସିକ ରୋଗୀ କହିଲେ

ପୁରୀ ଅଫିସ,୭।୬: ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଏବଂ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ…

4 years ago

ମୋତେ ମାରି ସାରିଲଣି, ଏବେ ମୁଁ ମଲା ମଣିଷର ଜୀବନ ବଞ୍ଚିଛି: ଅନୁଭବ

କଟକ ଅଫିସ,୭।୬: ପୁଣି ଅଭିନେତା ତଥା ବିଜେଡି ଏମ୍‌ପି ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ଚର୍ଚ୍ଚାରେ। ସୋମବାର ଏକ ଭିଡିଓରେ ମିଥ୍ୟା ଖବର ଛାପିବା ତଥା…

4 years ago

୮ରୁ ୧୦ ଯାଏ ସିଝିବ ପଶ୍ଚିମ ଓଡ଼ିଶାରେ

ଭୁବନେଶ୍ୱର, ୭।୬(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ୮ରୁ ୧୦ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ୮ ତାରିଖରେ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଓ…

4 years ago

ବାରବାଟୀ ମ୍ୟାଚ୍‌ ବନ୍ଦ ଲାଗି ହାଇକୋର୍ଟରେ ଦାୟର ମାମଲା ଖାରଜ

କଟକ ଅଫିସ,୭।୬: ଆସନ୍ତା ଜୁନ୍‌ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ହେଲେ ଏହି ମ୍ୟାଚ ବନ୍ଦ ପାଇଁ…

4 years ago

୧୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୭।୬(ବ୍ୟୁରୋ): ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ…

4 years ago

ଜୁନ୍‌ ଶେଷ ସୁଦ୍ଧା ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ଜୁନ୍‌ ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ହାଇସ୍କୁଲରେ ନିଯୁକ୍ତି ପାଇବେ ୧୧,୦୦୦ ଶିକ୍ଷକ। ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ…

4 years ago

ଜୁନ ୯ରେ ଚିଲିକାରେ ହାଉସ୍‌ ବୋଟ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୬(ବ୍ୟୁରୋ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆସନ୍ତା ଜୁନ ୯ ତାରିଖରୁ ହାଉସ୍‌ ବୋଟ୍‌ ଚାଲିବ । ଏହା ରାଜ୍ୟରେ ପ୍ରଥମ । ଏହାକୁ ମୁଖ୍ୟମନ୍ତ୍ରୀ…

4 years ago