ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ବଡ଼ଡୁମ୍ବୁଳା ଓ କରପଡ଼ା ପଞ୍ଚାୟତରେ ଶୁକ୍ରବାର ପଟ୍ଟା ବଣ୍ଟନ ମେଳା ଅନୁଷ୍ଠିତ…
ପଦ୍ମପୁର, ୨୩।୧୦ (ପ୍ରଦୀପ୍ତ ଦାଶ): ଧାନ ପାଚିବାକୁ ଆଉ ମାତ୍ର ଏକରୁ ଦୁଇ ସପ୍ତାହ ବାକି। ଏଭଳି ସମୟରେ ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।…
କଟକ ସଦର, ୨୩ା୧୦ (ସୁଶାନ୍ତ କୁମାର ଜେନା): ୪୨ ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଚଳିତ ବର୍ଷ ଏକ ଗୋଷ୍ଠୀ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆୟୋଜନ…
ରାଜନଗର, ୨୩ା୧୦ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ବୈତରଣୀ ନଦୀ ପାର୍ଶ୍ୱ ବେଙ୍ଗମାରିଠାରେ ୭ ଫୁଟ୍ ୭ ଇଞ୍ଚ ଲମ୍ବର ଏକ ମୃତ ବଉଳା…
ଭଞ୍ଜନଗର, ୨୩ା୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଯୁବପିଢ଼ିଙ୍କୁ ଦେଶସେବା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏକାଧିକ ପଦକ୍ଷେପ…
ପାପଡ଼ାହାଣ୍ଡି, ୨୩ା୧୦ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସିରସୀ ପଞ୍ଚାୟତର ପାଳପୁର କଦମଗୁଡ଼ା ଗ୍ରାମରେ ଟାଙ୍ଗିଆ ଆକ୍ରମଣରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ…
ପାଟଣା,୨୩ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକଙ୍କ ବିୟୋଗରେ ସମଗ୍ର ଜିଲା ତଥା ପାଟଣା ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଗୁରୁବାର…
କଳିଙ୍ଗନଗର,୨୩।୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ଶାଳପଡା ପଞ୍ଚାୟତ ବନ୍ଧପଲ୍ଲୀ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।…
ଭୁବନେଶ୍ୱର, ୨୩ା୧୦: ଆସୁଛି ବାତ୍ୟା ଅର୍ଣ୍ଣବ। ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ। ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ।…
ଭୁବନେଶ୍ୱର,୨୩ା୧୦(ସୁନିତ୍ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ‘x’ରେ ଏକ ପୋଷ୍ଟକରି କହିଛନ୍ତି, ସିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଆଶୁତୋଷ ରାଙ୍କା ଏବଂ…