ରାଜ୍ୟ

ରୋଗପୋକ ଉପଦ୍ରବରୁ ଚାଷୀ ଆମତ୍ହତ୍ୟା

ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା କରିଥିବା…

3 years ago

କୋଣାର୍କ ଏନ୍‌ଏସି ବର୍ଜ୍ୟବସ୍ତୁ ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର

କୋଣାର୍କ,୧୬।୧୧(ଜ୍ୟୋତିରାଜ ମହାନ୍ତି)କୋଣାର୍କ ଏନ୍‌ଏସି ୧୧ନଂ. ୱାର୍ଡ ନଳକଣ ଗ୍ରାମ ନିକଟସ୍ଥ ବେରୁହଁ ମୌଜାର ପ୍ଲଟ ନଂ-୨୦୦୮, ମୋଟ ଏରିଆ ୧ ଏକର ୫୦ ଡିସିମିଲ ସରକାରୀ ଜମିରେ…

3 years ago

ଅବହେଳିତ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟ

ଟାଙ୍ଗୀ ଖୋର୍ଦ୍ଧା, ୧୬।୧୧(ରଘୁନାଥ ସାହୁ)ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରୀ ଗ୍ରାମ ପଞ୍ଚାୟତର ଭୋବରା ଗାଁ ମୁଣ୍ଡରେ ୧୯୮୮ ମସିହାରେ ଅର୍ଜୁନପୁର, ବରପାଲି, କାସନ୍ଦା, ରାମଚନ୍ଦ୍ରପୁର, ଭୋବରା, ହରିଚନ୍ଦନପୁର…

3 years ago

ଚିଲିକା ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି ଚିଙ୍ଗୁଡ଼ି ଘେରି

ଖୋର୍ଦ୍ଧା, ୧୬।୧୧ (ପ୍ରଭାତ ପାଣିଗ୍ରାହୀ)ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ୨ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ।…

3 years ago

ନିରାମୟ କେନ୍ଦ୍ରରେ ମିଳୁନି ଡାଇବେଟିସ୍‌ ଔଷଧ

କଟକ,୧୬ା୧୧(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରରେ ପ୍ରାୟ ୨ ମାସ ହେବ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଔଷଧ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏସ୍‌ସିବି ମେଡିକାଲ…

3 years ago

୧୫ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରିର ଶୁଭଲକ୍ଷ୍ମୀ

ନୀଳଗିରି,୧୬ା୧୧(ପ୍ରଶାନ୍ତ ବିଶ୍ୱାଳ)ନୀଳଗିରି ନିର୍ବାଚନ ମଣ୍ଡଳୀ ସିଆଡ଼ିମାଳ ଗ୍ରାମର ବାବୁଲା ସିଂଙ୍କ ଝିଅ ଶୁଭଲକ୍ଷ୍ମୀ ୧୫ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଏନେଇ…

3 years ago

ବଢୁଛି ଚୋରାମଦ କାରବାର

ଯାଜପୁର ସଦର,୧୬ା୧୧(ସମର ବିଜୟ ଶରଣ)ଯାଜପୁର ସଦର ଥାନା ଅଞ୍ଚଳରେ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ଥାନା ଅଧୀନ ବରୁଅଁା ଛକ ନିକଟରେ ୩ ମଦ ଦୋକାନ…

3 years ago

ବ୍ୟାସନଗରର ଯୁବ କ୍ରୀଡ଼ାବିତ୍‌ଙ୍କୁ ଅଣଦେଖା

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରପରିଷଦ ଗଠନ ହେବାର ଇତିମଧ୍ୟରେ ୨୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ନିକଟରେ ଏକାଧିକ ଶିଳ୍ପ…

3 years ago

୨୪ ମୃତକଙ୍କ ଭତ୍ତା ଟଙ୍କା ଆତ୍ମସାତ୍‌

ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ତୃଣମୂଳଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କେତେଜଣ ଅଧିକାରୀ ହରିଲୁଟ କରୁଛନ୍ତି ା ଏହି ଘଟଣା ଏବେ ସମାଜ ପାଇଁ ଚିନ୍ତାର କାରଣ ହୋଇଛି।…

3 years ago

ସମ୍ଭାବ୍ୟ ଝଡ଼ବର୍ଷାକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା,୧୬ା୧୧(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଆକାଶ ମେଘାଚ୍ଛନ୍ନ ଦେଖାଦେଇଛି। ଫଳରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଜିଲାବାସୀଙ୍କୁ ବିଭିନ୍ନ ବିପଦ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଖରିଫ ଧାନରେ ଥୋଡ…

3 years ago