ରାଜ୍ୟ

ଝୁଲୁଛି ଭାଜପା, କଂଗ୍ରେସର ପ୍ରାର୍ଥୀ ତାଲିକା

ନୟାଗଡ଼,୩୧ା୩ (ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଥିବାବେଳେ ଭାଜପା ଓ କଂଗ୍ରେସ ପକ୍ଷରୁ କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦିଆଯାଇ ପାରିନାହିଁ। ସବୁ ନିର୍ବାଚନମଣ୍ଡଳୀରେ ୨…

2 years ago

ଆର୍‌ଟିଇ ପିଲାଙ୍କୁ ମାଗଣା ବହି, ଡ୍ରେସ୍‌ ଦିଆଯାଉ

ଭୁବନେଶ୍ୱର, ୩୧ା୩ (ଅସମାପିକା ସାହୁ)ଆର୍‌ଟିଇ ପାରଦର୍ଶୀ ଯୋଜନାରେ ୨୫% ସିଟ୍‌ରେ ମାଗଣାରେ ପାଠ ପଢ଼ୁଥିବା ପିଲାଙ୍କୁ ମାଗଣା ବହି ନ ଦେଲେ ଓସେପା ଅଫିସରେ ତାଲା ପକାଇବା…

2 years ago

ନିଶା ମହାରଣାଙ୍କ ନାମରେ ମହିଳା ଥାନାରେ ଏତଲା

ଭୁବନେଶ୍ୱର,୩୧।୩(ସୂର୍ଯ୍ୟକାନ୍ତ ବେହେରା)ଚର୍ଚ୍ଚାରେ ଥିବା ନୃତ୍ୟ କଳାକାର ନିଶା ମହାରଣାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛି ମହିଳା କଂଗ୍ରେସ। ନିଶା ହୋଲିରେ କଂଗ୍ରେସ ଭବନ ମଧ୍ୟକୁ ପଶି…

2 years ago

ପଶ୍ଚିମ ଦ୍ୱାରରେ ପୁରୀବାସୀଙ୍କ ଦର୍ଶନ ପାଇଁ ହେବ ସ୍ବତନ୍ତ୍ର ବ୍ୟାରିକେଡ୍‌

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସିୁଥିବା ଭକ୍ତମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ଦୂରଦୃଷ୍ଟି ଅଭାବ…

2 years ago

ସିଡିପି ୨୦୪୦: ୬ ସ୍ଥାନରେ ଟ୍ରକ୍‌ ପାର୍କିଂ ଯୋଜନା

ଭୁବନେଶ୍ୱର, ୩୧।୩ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ଟ୍ରକ ପାଇଁ ପାର୍କିଂ ସ୍ଥଳ ନାହିଁ। ତେଣୁ ଦୂରଦୂରାନ୍ତରରୁ ଆସୁଥିବା ଟ୍ରକଗୁଡିକ ପାଇଁ ସହରର ରାସ୍ତାକଡ, ସରକାରୀ ଜମି, ଓଭରବ୍ରିଜ…

2 years ago

ସାହିଯାତ ପାଇଁ ଜିଲା ପ୍ରଶାସନର ବୈଠକ

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରର ପ୍ରାଚୀନ ଓ ଅନନ୍ୟ ପରମ୍ପରା ସାହିଯାତ। ଚଳିତ ବର୍ଷ ଏପ୍ରିଲ ୧୭ତାରିଖ ପବିତ୍ର ରାମ ନବମୀଠାରୁ ସାହିଯାତ ଆରମ୍ଭ ହୋଇ ମେ’ ୧ତାରିଖ ରାମାଭିଷେକ…

2 years ago

ଆଜି ବିଜେଡିରେ ମିଶିବେ ନୀଳଗିରି ବିଧାୟକ

ନୀଳଗିରି, ୩୧।୩(ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ରବିବାର ବିଜେଡିରେ ଯୋଗ ଦେବେ। ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସରେ ଦଳୀୟ…

2 years ago

ହରିରାଜପୁର ପଞ୍ଚଦୋଳ ମେଳଣ ଆରମ୍ଭ

ଡେଲାଙ୍ଗ,୩୧।୩(ରଶ୍ମିରଞ୍ଜନ ପ୍ରଧାନ):ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚଦୋଳ ମେଳଣର ଜମାଣ ଉତ୍ସବ ଶନିବାର ବିଳମ୍ବିତ ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସିଦ୍ଧ ମେଳଣ ୫ଦିନ ଧରି ହେବାକୁ ଥିବାବେଳେ…

2 years ago

ବାର୍‌ ଆସୋସିଏଶନ କର୍ମକର୍ତ୍ତା ନିର୍ବାଚନ

କଟକ,୩୧ା୩(କାର୍ତ୍ତିକ ସାହୁ)ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଆଇନଜୀବୀ ବିଜୟ କୁମାର ଦାସ ନିର୍ବାଚିତ ହୋଇଛନ୍ତି। ସେ…

2 years ago

‘ଲକ୍ଷ୍ମୀ ବସ୍‌ରୁ ଦଳୀୟ ଚିହ୍ନ ହଟାଯାଉ’

ଭୁବନେଶ୍ୱର,୩୧ା୩(ଅନିଲ ଦାସ): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରି ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସ୍‌ରେ ବିଜୁ ଜନତା ଦଳ ଦଳୀୟ ଚିହ୍ନ ବ୍ୟବହାର କରୁଛି । ଭାଜପା ପ୍ରତିନିଧିମଣ୍ଡଳୀ…

2 years ago