ଭୁବନେଶ୍ୱର,୨୫।୬: ବିଜେଡି ନେତା ପ୍ରଣବ ପ୍ରକାଶ ଦାଶ(ବବି)ଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି। କ୍ୱାର୍ଟର୍ସ ପରିସରରେ ହୋଇଥିବା ଅଣ୍ଡର ଗ୍ରାଉଣ୍ଡ ନିର୍ମାଣକୁ ଭଙ୍ଗାଯାଉଛି। ତେବେ କିଏ କାହିଁକି…
ପିପିଲି,୨୫।୬: ପୂରୀ ଜିଲା ପିପିଲି ରାଜୁଆ ନଦୀରେ ମଙ୍ଗଳବାର ଶହଶହ ମାଛ ମରି ଭାସୁଥିବା ଦେଖିବବାକୁ ମିଳିଛି। ନଦୀ ଜଳ ବିଷାକ୍ତ ହେଉଥିବାରୁ ମାଛ ମରି ଭାସୁଥିବା…
ଯାଜପୁର,୨୫ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ…
ରଘୁନାଥପୁର,୨୫ା୬(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠର ମହିମା ସୁଦୂର ପ୍ରସାରୀ। ଦୈନନ୍ଦିନ ବହୁ ହଜାର ଭକ୍ତ…
ଭୁବନେଶ଼୍ବର, ୨୫।୬:ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଫଳରେ ଘୂର୍ଣ୍ଣିବଳୟ…
ଭୁବନେଶ୍ୱର,୨୫ା୬(ସତ୍ୟଜିତ୍ ରାଉତ): ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଧରିବା ପାଇଁ ଏକ ସୁସ୍ଥ ପୋଲିସ ବ୍ୟବସ୍ଥା ଲୋଡ଼ା। ସେଥିପାଇଁ ପୋଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ…
ଭୁବନେଶ୍ୱର,୨୫।୬(ଅସମାପିକା ସାହୁ): ରାଜ୍ୟରେ ଡିପ୍ଥେରିଆ, ଜଣ୍ଡିସ୍ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍(ଜେଇ) ରୋଗ ଚିନ୍ତା ବଢ଼ାଇଛି। ଏହାର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି…
ଭୁବନେଶ୍ୱର, ୨୫।୬(ଅସମାପିକା ସାହୁ): ବଙ୍ଗୋପସାଗରରେ ଆସନ୍ତା ୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ୨୬ ତାରିଖରୁ ବର୍ଷା ପରିମାଣ ବଢ଼ିବାର…
ଭୁବନେଶ୍ୱର, ୨୫।୬ (ଅସମାପିକା ସାହୁ): ରାଜ୍ୟର ବହୁ ଶିକ୍ଷକ ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି। ଏପରିକି ବଦଳି ହୋଇଥିବା ବିଦ୍ୟାଳୟରେ ଯୋଗ ନ ଦେଇ ବିଭିନ୍ନ ଆଳ…
କେନ୍ଦୁଝର/ଚମ୍ପୁଆ/ ଝୁମ୍ପୁରା,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ମହେଶ୍ୱର ଦାସ/ଶଶିଭୂଷଣ ସାହୁ): ରାଜ୍ୟର ବିକାଶ ପାଇଁ ସମସ୍ତେ ପରାମର୍ଶ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା…