ରାଜ୍ୟ

ଭଙ୍ଗା ହେଲାଣି ୧୪୪୩ ଭାଟି, ମୂଳପୋଛ କରାଯିବ ସମସ୍ତ ବେଆଇନ ମଦ କାରବାର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୩।୯: ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି…

2 years ago

Ravenshaw: କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ ଏହା ପଛର କାହାଣୀ…

ଭୁବନେଶ୍ୱର,୩।୯: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

2 years ago

ସୁଭଦ୍ରା ଯୋଜନା ଫର୍ମ ପାଇଁ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼

ରଣପୁର,୩ା୯(ସୁକାନ୍ତ କିଶୋର ଡାକୁଆ): ସୁଭଦ୍ରା ଯୋଜନା ଫର୍ମ ପାଇଁ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖି…

2 years ago

ଆମକୁ ମାସିକ ୨୬ ହଜାର ଦରମା ଦିଅନ୍ତୁ

ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ନେତୃତ୍ୱରେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । https://www.youtube.com/watch?v=xW3TTSZ8NQQ  

2 years ago

ଜନସେବା କେନ୍ଦ୍ର ଆଧାର ଅପଡେଟ୍‌ ପାଇଁ ଅଧିକ ଟଙ୍କା ମାଗୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଏହି ନମ୍ବରରେ କରନ୍ତୁ ଅଭିଯୋଗ

ଭୁବନେଶ୍ୱର, ୩।୯: ସୁଭଦ୍ରା ଯୋଜନାରେ ଆବେଦନ କରିବା ଲାଗି ରାଜ୍ୟର ସମସ୍ତ ଜନସେବା କେନ୍ଦ୍ରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଏନେଇ ଜନସେବା କେନ୍ଦ୍ର ଓଡ଼ିଶା ମୁଖ୍ୟ…

2 years ago

ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା କର୍ମୀ

ଭୁବନେଶ୍ୱର, ୩।୯: ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା…

2 years ago

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୯: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି…

2 years ago

ଗ୍ୟାସ୍‌ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ, ହାଇକୋର୍ଟଙ୍କ ବଡ଼ ରାୟ

ଭୁବନେଶ୍ୱର,୩।୯: ଗ୍ୟାସ୍‌ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି…

2 years ago

‘ଆମ ଓଡିଶା, ନବୀନ ଓଡ଼ିଶା’ କାମକୁ ଆଗେଇ ନେବେ ମୋହନ ସରକାର: ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଭୁବନେଶ୍ୱର,୩।୯: ଗତ ସରକାରଙ୍କ ‘ଆମ ଓଡିଶା, ନବୀନ ଓଡ଼ିଶା’ କାମ ଆଗେଇ ନିଆଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। କଂଗ୍ରେସ ବିଧାୟକ…

2 years ago

ଭୁଶୁଡିଲା ବିଜେଡି ଗଡ଼: ରାରାରାତି ପଦ୍ମ ଧରିଲେ ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

ପୁରୁଷୋତ୍ତମପୁର,୩।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଏକଦା ବିଜେଡିର ଗଡ଼ କୁହାଯାଉଥିବା ପୁରୁଷୋତ୍ତମପୁର ଏନଏସି ଭୁଶୁଡ଼ି ପଡିଛି ।  ଏନ୍‌ଏସିର ବିଜେଡିର ଉପାଧ୍ୟକ୍ଷ, ୬ଜଣ କାଉନସିଲର ଓ ୨ …

2 years ago