ବରୀ,୨୦।୮(ମହେନ୍ଦ୍ର ସ୍ବାଇଁ): ବରୀ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ ପଞ୍ଚାୟତ ନିର୍ବାଚନରେ ତତ୍କାଳୀନ ବିଧାୟିକା ସୁନନ୍ଦା ଦାସ ଓ ବିଶ୍ୱରଞ୍ଜନ ମଲିକ ବିଜେଡିରେ ଥିଲେ ବି…
ଭୁବନେଶ୍ୱର, ୨୦।୮(ଅସମାପିକା ସାହୁ)- ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ସୋମବାର ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ‘ରାମୁ’ ହାତୀ କଙ୍କାଳକୁ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ…
ଭୁବନେଶ୍ୱର, ୨୦।୮: ଆଳୁ ପରେ ପରେ ଗ୍ରାହକଙ୍କୁ ଏବେ ଆଉ ଏକ ଝଟକା। ଆଳୁ ଦର କମୁନଥିବା ବେଳେ ଏବେ ପିଆଜ ରେଟ ହୁ ହୁ ହୋଇ…
ବ୍ରହ୍ମପୁର,୨୦।୮: ଗଞ୍ଜାମ ଜିଲା ଚିକିଟି କରବାଲୁଆ ଏବଂ ଜେନା ସାହି ଅଞ୍ଚଳରେ ଏକ ଅଘଟଣ ଘଟିଛି। ଦେଶୀ ମଦ ପିଇ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି।…
ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ରେଲୱେ ଗେଟ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ବସ୍ରେ ଥିବା ୧୨ରୁ ଊର୍ଦ୍ଧ୍ୱ ଯାତ୍ରୀ…
ସାକ୍ଷୀଗୋପାଳ,୨୦।୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ରବିବାର ପରମ୍ପରା କ୍ରମେ ଗହ୍ମାପୂର୍ଣ୍ଣିମା ପର୍ବ ଓ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି। ତେବେ ଚଳିତ ବର୍ଷ ବର୍ଜ୍ୟବସ୍ତୁ ଫାଇବରରେ…
ଫୁଲବାଣୀ,୨୦।୮(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଯୋଡ଼ାମୁଣ୍ଡ ଅଲଗା ଶିଶୁ ଜଗାର ଚିକିତ୍ସା ଚାଲିଛି। ସୋମବାର ମେଡିକାଲରେ ଜଗା ରକ୍ଷା ବନ୍ଧନ ଉତ୍ସବ…
ଯାଜପୁର,୨୦।୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଖଣି ଓ ଶିଳ୍ପସମୃଦ୍ଧ ହୋଇଥିଲେ ମଧ୍ୟ ଭୋକର ଭୂଗୋଳ ତାଲିକାରୁ ହଟିପାରୁନାହିଁ। ସୁକିନ୍ଦା ବ୍ଲକର ନଗଡ଼ାରେ ପୁଷ୍ଟିହୀନତାରେ ଶିକାର ହୋଇ ଶିଶୁମାନଙ୍କ ମୃତ୍ୟୁ…
ଭୁବନେଶ୍ୱର,୨୦।୮(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ବା ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ।…
ନୂଆଦିଲ୍ଲୀ,୨୦।୮(ପି.ଟି.): କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ସୋମବାର ରାତି ୯ଟାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଏମ୍ସର ନୂଆ ପ୍ରାଇଭେଟ୍ ଓ୍ବାର୍ଡରେ ସେ ପଲ୍ମୋନାରି…