Video: ମୋତେ ବିୟର୍ ପସନ୍ଦ, ମଧ୍ୟାହ୍ନ ଭୋଜନବେଳେ ପ୍ରାୟ ୪ଟି ପିଏ…ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ସିଡନୀ,୧।୨: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଆଲାନ ବର୍ଡର ମେଡାଲରେ ପୁରସ୍କୃତ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୁରସ୍କାରରେ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ଆଲାନ ବର୍ଡର ମେଡାଲ ପ୍ରଦାନ କରାଯାଏ। ଏଥର ମିଚେଲ ମାର୍ଶ ଆଲାନ ବର୍ଡର ମେଡାଲ ଜିତିଛନ୍ତି। ଏହା...
ଟିମ୍ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଚେକ୍ ବାଉନ୍ସ ମାମଲାରେ ଗିରଫ
ନାଗପୁର,୧।୨: ଚେକ୍ ବାଉନ୍ସ ମାମଲାରେ ନାଗପୁର ପୋଲିସ ପୂର୍ବତନ କ୍ରିକେଟର ପ୍ରଶାନ୍ତ ବୈଦ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିବା ବେଳେ ବୁଧବାର ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ତାଙ୍କୁ ଅଦାଲତରେ ହାଜର...
ପ୍ୟାରିସ୍ ଉଦ୍ଘାଟନୀ ସମାରୋହରେ ୩ ଲକ୍ଷ ଦର୍ଶକ
ନୂଆଦିଲ୍ଲୀ,୧ା୨(ପି.ଟି.): ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍ଘାଟନୀ ସମାରୋହ ପାଇଁ ଦର୍ଶକ ସଂଖ୍ୟା ହ୍ରାସ କରିଛି ଫ୍ରାନ୍ସ। ପୂର୍ବରୁ ୬ ଲକ୍ଷ ଦର୍ଶକ ଏଥିରେ ଯୋଗ ଦେବା ନେଇ ଯୋଜନା ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟାକୁ ଅଧା କରି ଦିଆଯାଇଛି।...
ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା
ଆଡିଲେଡ୍, ୧ା୨(ପି.ଟି.): ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ବିଷ୍ଣୁ ସର୍ବାନନ ଏଠାରେ ଚାଲିଥିବା ବିଶ୍ୱ ସେଲିଂ ଚାମ୍ପିୟନଶିପ୍ରେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସେ...
ଓଏଫ୍ସିରେ ଯୋଗଦେଲେ ହିତେଶ
ଭୁବନେଶ୍ୱର,୧ା୨(ସରୋଜ ଜେନା): ଓଡିଶା ଫୁଟବଲ କ୍ଲବ(ଓଏଫ୍ସି) ସହ ଯୋଗ ଦେଇଛନ୍ତି ପ୍ରତିଭାବାନ ମିଡ ଫିଲ୍ଡର ହିତେଶ ଶର୍ମା। ପୂର୍ବରୁ ଏଟିକେ ଓ ହାଇଦ୍ରାବାଦ ଏଫ୍ସି ପକ୍ଷରୁ ଖେଳି ସାରିଛନ୍ତି ହିତେଶ। ଟାଟା ଫୁଟବଲ ଏକାଡେମୀରେ ପ୍ରଶିକ୍ଷିତ ହିତେଶ ମୁମ୍ବାଇ ପକ୍ଷରୁ...
ଦେବାଶିଷଙ୍କୁ ସିଙ୍ଗଲ୍ସ ବ୍ରୋଞ୍ଜ
ଭୁବନେଶ୍ୱର,୧ା୨(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଦେବାଶିଷ ସାହୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଦେବାଶିଷ ଏଭଳି ସଫଳତା ହାସଲ କରିଛନ୍ତି।...
ଜାପାନ କ୍ୱାର୍ଟରଫାଇନାଲରେ
ଦୋହା, ୧ା୨ (ଏପି) : ବାହାରିନ ବିପକ୍ଷରେ ୩-୧ ଗୋଲ୍ରେ ବିଜୟ ହାସଲ କରି ଜାପାନ ଏସିଆ କପ୍ ଫୁଟ୍ବଲ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଫଳରେ ଦଳ ରେକର୍ଡ ୫ମ ଏସିଆ କପ୍ ଟାଇଟଲ ଆଡକୁ ଅଗ୍ରସର ହୋଇଛି।...
ଦ୍ୱିତୀୟ ଟେଷ୍ଟରେ ବି ଭାରତର ନିଦ ହଜାଇବ ଇଂଲଣ୍ଡ
ବିଶାଖାପାଟନମ,୩୧।୧: ଫେବୃଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇବାକୁ ପ୍ରସ୍ତୁତ ଅଛି ଇଂଲଣ୍ଡ। ଏଥିପାଇଁ ଦଳ ନୂଆ ଯୋଜନା କରିଛି। ଟମ ହାର୍ଟଲେଙ୍କ ବିପକ୍ଷରେ ଭାରତୀୟ...
ICC Test Ranking : ମ୍ୟାଚ ନ ଖେଳି ମଧ୍ୟ ବିରାଟ ଚମକିଲେ…
କୋଲକାତା,୩୧।୧ : ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ହିରୋ ଥିବା ଓଲି ପୋପ ଆଇସିସି ଟେଷ୍ଟ ମାନ୍ୟତାରେ ୨୦ ତମ ସ୍ଥାନରୁ ୧୫ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଓଲି...
ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ ଜୟ ଶାହା, କ୍ରମାଗତ ତୃତୀୟ ଥର ପାଇଁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ,୩୧।୧: ଏସିଆନ କ୍ରିକେଟ ପରିଷଦର ବାର୍ଷିକ ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସଚିବ ଜୟ ଶାହା ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ ରହିବେ। ଜୟ ଶାହା କ୍ରମାଗତ ତୃତୀୟ ଥର ପାଇଁ ଏସିଆନ କ୍ରିକେଟ ପରିଷଦର ଅଧ୍ୟକ୍ଷ...
ବିରାଟଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରହିଛି, ଫେକ୍ ଖବର ନେଇ ଉତ୍ତର ଦେଲେ ବିକାଶ…
କୋଲକାତା,୩୧।୧ : ଆଜିକାଲି ଭାରତୀୟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ହାରିଛି। ବ୍ୟକ୍ତିଗତ କାରଣରୁ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ସିରିଜର...
ପାନୀୟରେ ବିଷାକ୍ତ ପ୍ରଦାର୍ଥ: ମାମଲା ରୁଜୁ କଲେ କ୍ରିକେଟର…
ଅଗରତାଲା,୩୧।୧ : ଭାରତର ଓପନିଂ ବ୍ୟାଟ୍ସମ୍ୟାନ ତଥା କର୍ନାଟକର ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ତ୍ରିପୁରାର ରାଜଧାନୀ ଅଗରତାଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିମାନରେ ସୁରଟ ଯାତ୍ରା ସମୟରେ ମୟଙ୍କ ଅସୁସ୍ଥ ହୋଇପଡିଥିଲେ। ସେ ପାଟି ଓ ଗଳାରେ ଜଳାପୋଡା ହେଉଥିବା...
Archives


