BCCI ଆଗରେ ଆଣ୍ଠେଇଲା ବାଂଲାଦେଶ! ICCକୁ ଆଖି ଦେଖାଇବା ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ,୧୨।୨: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ମୁଖ୍ୟ ଅମିନୁଲ ଇସଲାମ କହିଛନ୍ତି ଯେ ସେ ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 ବିଶ୍ୱକପ ମ୍ୟାଚ ଦେଖିବା ପାଇଁ କଲମ୍ବୋରେ ରହିବେ ଏବଂ ସେ ଆଶା କରୁଛନ୍ତି ଯେ ଗତ କିଛି…
T20 World Cupରେ ଇତିହାସ ରଚିଲା ଶ୍ରୀଲଙ୍କା, ଓମାନକୁ…
ନୂଆଦିଲ୍ଲୀ,୧୨।୨: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓମାନକୁ ୧୦୫ ରନରେ ପରାସ୍ତ କରିଛି। ଗୁରୁବାର ଅନୁଷ୍ଠିତ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୨୨୫ ରନର ବିଶାଳ ସ୍କୋର କରିଥିଲା, ଯାହା ଏହି ସଂସ୍କରଣରେ ଏପର୍ଯ୍ୟନ୍ତ…
ପାକିସ୍ତାନକୁ ପରାସ୍ତ କରିବାରେ ଭାରତ ପାଖରେ ଗୋଟିଏ ସୁଯୋଗ, ଯଦି ଏପରି ହୁଏ ନମ୍ବର ୧ ହେବ ଦଳ
ନୂଆଦିଲ୍ଲୀ,୧୨।୨: ଭାରତ ଟି-୨୦ ବିଶ୍ୱକପ ଆମେରିକା ବିପକ୍ଷରେ ବିଜୟ ସହିତ ଆରମ୍ଭ କରିଥିଲା, ଏବଂ ବର୍ତ୍ତମାନ ପରବର୍ତ୍ତୀ ମ୍ୟାଚ ନାମ୍ବିଆ ବିପକ୍ଷରେ ହେବ। ଭାରତୀୟ ଦଳ ଫେବୃଆରୀ ୧୫ତାରିଖରେ ପାକିସ୍ତାନ ସହିତ ମୁକାବିଲା କରିବ। ବହୁତ ନାଟକୀୟତା ପରେ, ପାକିସ୍ତାନ ଏହି…
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେ ବୈଭବ ସୂର୍ଯ୍ୟବଂଶୀ: ଜାରି ହେଲା ଆଡମିଟ କାର୍ଡ, କମ୍ ଉପସ୍ଥାନ ସତ୍ତ୍ୱେ…
ନୂଆଦିଲ୍ଲୀ,୧୨।୨: ଆଜିକାଲି ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଚର୍ଚ୍ଚାରେ ଅଛନ୍ତି। ମାତ୍ର ୧୪ ବର୍ଷ ବୟସରେ ସାରା ବିଶ୍ୱର ବୋଲରଙ୍କୁ ଧରାଶାୟୀ କରିଛନ୍ତି। ସେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ତାଙ୍କୁ ଏବେ କେବଳ ପଡ଼ିଆରେ ନୁହେଁ ବରଂ ପରୀକ୍ଷାରେ…
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭାରତ ୨୯ ରନ୍ରେ ଆମେରିକାକୁ ପରାସ୍ତ କରିଛି। ଦଳର ପରବର୍ତ୍ତୀ ମ୍ୟାଚ ନାମ୍ବିଆ ବିପକ୍ଷରେ କିନ୍ତୁ…
ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ
ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ ବିଶ୍ୱକପ୍ ମଞ୍ଚରେ ଇଂଲଣ୍ଡ ବିପକ୍ଷରେ ଏହା ୱେଷ୍ଟଇଣ୍ଡିଜ୍ର ପ୍ରଥମ ବିଜୟ। ଇଂଲଣ୍ଡ ଟସ୍…
FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ
ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି। ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଏକମାତ୍ର ଗୋଲ୍ ଦେଇଥିବା ବେଳେ ବେଲଜିୟମର ଆକ୍ରମଣାତ୍ମକ…
ଟି-୨୦ ବିଶ୍ୱକପ୍ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର
ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର ଓଭର କେବେ ଖେଳାଯାଇଥିଲା, ଏହି ନିୟମ କିପରି ଆରମ୍ଭ ହୋଇଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ରେ…
ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ
ନୂଆଦିଲ୍ଲୀ,୧୧।୨: ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ ଫିଟନେସ୍ ନେଇ ଚିନ୍ତାର ସମ୍ମୁଖୀନ ହେଉଛି। କେତେକ ଆହତ ହେଉଥିବା ବେଳେ ଅନ୍ୟ…
ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା
ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି ଓ ରୋମାଞ୍ଚଭରା ମୁଡ୍ରେ ଥିବାବେଳେ, ଅନ୍ୟପଟେ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନ ନିଜ…
ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍ଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ ମଧ୍ୟ ଆହତ ହୋଇଛନ୍ତି। ବୁଧବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ମାର୍ଶଙ୍କ ଅନୁପସ୍ଥିତିରେ ଟ୍ରାଭିସ୍…
ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!
ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ। ଏହି ମ୍ୟାଚ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଏହି ବଡ଼ ମୁକାବିଲା…
Archives


