ପିତା-ଭଉଣୀ କଂଗ୍ରେସ, ସ୍ତ୍ରୀ ଭାଜପା: ଜାଡେଜା କହିଲେ, ‘ମୁଁ ଭାଜପାକୁ ସମର୍ଥନ କରୁଛି’
ନୂଆଦିଲ୍ଲୀ, ୧୬।୪: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାଜପାକୁ ସମର୍ଥନ କରି ଏକ ଟୁଇଟ କରିଛନ୍ତି। ବିଶ୍ୱକପ୍ ଦଳରେ ଚୟନ ହେବାର କିଛି ଘଣ୍ଟା ପରେ ସେ ନିଜ ଟୁଇଟର ଆକାଉଣ୍ଟରେ ଭାଜପାର ଦଳୀୟ ଚିହ୍ନ ‘ପଦ୍ମ’ ଅପଲୋଡ…
ଆଇସିସି ବିଶ୍ୱକପ୍: ଶାକିବ୍ଙ୍କୁ ଉପଅଧିନାୟକ ଦାୟିତ୍ୱ
ଢାକା, ୧୬।୪- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍ର ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ମାଶ୍ରାଫି ମୋର୍ତାଜାଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳରେ ନୂଆମୂହଁ…
ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର
ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏଥର ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମତଦାନ ଲାଗି ମହିଳାମାନଙ୍କ…
ଶୋପିଆନ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୩ ହିଜବୁଲ୍ ଆତଙ୍କବାଦୀ ନିହତ
ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଗୁରୁବାର ୩ ହିଜ୍ବୁଲ୍ ମୁଜାହିଦ୍ଦିନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍ ଅହମ୍ମଦ, ବଶରତ୍ ଅହମ୍ମଦ ଏବଂ ସଞ୍ଜୟ ଖାଣ୍ଡେ। ଆକିବ୍ ଓ ବଶରତ୍ ପୁଲଓ୍ବାମାର ବାସିନ୍ଦା ଥିବାବେଳେ ସଞ୍ଜୟ ଶୋପିଆନ୍ର…
Archives


