ଦକ୍ଷିଣ ଆଫ୍ରିକା ବିପକ୍ଷ ODI ପୂର୍ବରୁ ଧୋନିଙ୍କ ଘରେ କୋହଲି, ପନ୍ତ
ନୂଆଦିଲ୍ଲୀ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ (ODI) ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାଡ୍ ରାଞ୍ଚିରେ ଏକାଠି ହେବା ପରେ, ଅନେକ ଭାରତୀୟ କ୍ରିକେଟରଙ୍କୁ MS ଧୋନିଙ୍କ ବାସଭବନକୁ ଯାଉଥିବାର ଦେଖିବାକୁ ମିଳିଛି। ଯେତେବେଳେ ବି ଟିମ୍ ଇଣ୍ଡିଆ ଧୋନିଙ୍କ…
ଗୌତମ ଗମ୍ଭୀରଙ୍କୁ ବାଦ୍ ଦେବାକୁ ବିସିସିଆଇକୁ ପରାମର୍ଶ ଦେଲେ ପୂର୍ବତନ ଖେଳାଳି
ମୁମ୍ବାଇ,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତର ଶୋଚନୀୟ ପରାଜୟ ପରେ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ମନୋଜ ତିୱାରୀ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍…
ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳକୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୭ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଦୃଷ୍ଟିବାଧିତ ମହିଳା ଟି୨୦ ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟଙ୍କୁ ଭେଟିଛନ୍ତି। କଲମ୍ବୋରେ ଅନୁଷ୍ଠିତ ଫାଇନାଲରେ ଭାରତ ୭ ଉଇକେଟରେ ନେପାଳକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା। ଭାରତୀୟ ମହିଳା ଦୃଷ୍ଟିବାଧିତ ଦଳର ସଫଳତା…
WPL ନିଲାମ ୨୦୨୬: ଦୀପ୍ତି ଶର୍ମାଙ୍କୁ ୩.୨ କୋଟିରେ କିଣିଲା UP ୱାରିୟର୍ସ; ସୌରଭ ଗାଙ୍ଗୁଲି ଆଶ୍ଚର୍ଯ୍ୟ
ମୁମ୍ବାଇ,୨୭ା୧୧: ନୂଆଦିଲ୍ଲୀରେ ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ମେଗା ନିଲାମରେ ଭାରତୀୟ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ୟୁପି ୱାରିୟର୍ସ (UPW) ତାଙ୍କୁ ୩.୨ କୋଟି ଟଙ୍କାରେ କିଣିଛି। ନିଲାମ…
କାହିଁକି କ୍ଷମା ମଗିଲେ ରିଷଭ ପନ୍ତ? କହିଲେ ‘ଆମେ ଭଲ କ୍ରିକେଟ ଖେଳିନୁ’
ନୂଆଦିଲ୍ଲୀ,୨୭।୧୧: ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଗୁଆହାଟିରେ ଦ୍ୱିତୀୟ ଟେଷ୍ଟକୁ ୪୦୮ ରନର ବିଶାଳ ସ୍କୋରରେ ପରାସ୍ତ କରିଥିଲା। ଏହା ସହିତ, ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ ରେ ଜିତିଥିଲା। ଭ୍ରମଣକାରୀ ଦଳ ପ୍ରଥମ…
ଭାରତର ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଶୁବମନ ଗିଲ: କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୨୭।୧୧: ବେକ ଆଘାତ ଯୋଗୁ ଦ୍ୱିତୀୟ ଟେଷ୍ଟ ଖେଳିପାରି ନ ଥିବା ଅଧିନାୟକ ଶୁବମନ ଗିଲ ଦକ୍ଷିଣ ଆଫ୍ରିକାଠାରୁ ୦-୨ରେ ସିରିଜ ହାରିବା ପରେ ମୁହଁ ଖୋଲିଛନ୍ତି। ସେ ଏକତା ପ୍ରଦର୍ଶନ କରି କହିଛନ୍ତି, ପରାଜୟ ସତ୍ତ୍ୱେ ଦଳ ଆହୁରି ଶକ୍ତିଶାଳୀ…
ମନ୍ଧାନାଙ୍କୁ ଧୋକା ଦେଇ ନାହାଁନ୍ତି ମୁଛଲ, ମୁହଁ ଖୋଲିଲେ ମିଷ୍ଟ୍ରି ଗର୍ଲ କହିଲେ…
ନୂଆଦିଲ୍ଲୀ,୨୭।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ତଥା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ହେବା ପରେ, ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପଲାଶ ମୁଛଲଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ସ୍ମୃତି…
ବିଦା ହେବେ କି ଗୌତମ ଗମ୍ଭୀର: BCCI କ୍ଷରୁ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୭।୧୧: ପ୍ରାୟ ୧୨ ବର୍ଷ ଧରି ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରି ନ ଥିବା ଟିମ ଇଣ୍ଡିଆ ଗତ ୧୨ ମାସ ମଧ୍ୟରେ ଦ୍ୱିତୀୟ ପରାଜୟ ବରଣ କରିଛି। କେବଳ ପରାଜୟ ନୁହେଁ, ବରଂ କ୍ଲିନ ସୁଇପ। ୨୦୧୨…
ଏଇ ମହିଳାଙ୍କ ପାଇଁ ସ୍ମୃତି ମନ୍ଧାନାଙ୍କ ବିଶ୍ୱାସଘାତକତା କଲେ ପଲାଶ, ସତ ଜାଣିବା ପରେ ଇନଷ୍ଟାଗ୍ରାମରୁ ବିବାହ ପୋଷ୍ଟ ଡିଲିଟ୍ କଲେ…
ନୂଆଦିଲ୍ଲୀ,୨୬।୧୧: ଯେତେବେଳେ ସ୍ମୃତି ମନ୍ଧାନା ତାଙ୍କ ପିତାଙ୍କ ଅସୁସ୍ଥତା ଦର୍ଶାଇ ବିବାହ ସ୍ଥଗିତ ରଖିବାର ଘୋଷଣା କଲେ, ସେତେବେଳେ କେହି ଜାଣି ନଥିଲେ ଯେ ପରଦା ପଛରେ କ’ଣ ଚାଲିଛି। ଅନେକ ତତ୍ତ୍ୱ ପ୍ରକାଶ ପାଇଛି। ପଲାଶ ମୁଛଲଙ୍କ ସହ କଥାବାର୍ତ୍ତା…
୪ ଘଣ୍ଟାର ଅପେକ୍ଷା: ରାଗିକି ନିଆଁବାଣ ହୋଇଗଲେ ମହମ୍ମଦ ସିରାଜ, ଖୋଲାଖୋଲି କହିଲେ…
ଗୌହାଟୀ,୨୭।୧୧: ଘରୋଇ ମାଟିରେ ପୁଣି ଥରେ ଟେଷ୍ଟ ସିରିଜ ପରାଜୟ ବରଣ କରିଛି ଟିମ ଇଣ୍ଡିଆ। ଗୌହାଟୀ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ହାତରୁ ଦଳ ୪୦୮ ରନର ଲଜ୍ଜାଜନକ ପରାଜୟ ବରଣ କରିଛି। ଫଳରେ ୨-୦ କ୍ଲିନ୍ସୁଇପ୍ କରିଛି ଦକ୍ଷିଣ ଆଫ୍ରିକା।…
ଆତ୍ମହତ୍ୟା କଲେ ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ଶାଳକ: ବଳାତ୍କାର ପରେ….
ରାଜକୋଟ,୨୭।୧୧:ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଚେତେଶ୍ୱର ପୂଜାରା ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଙ୍କ ଶାଳକ ଜିତ ପାବାରୀ ଆତ୍ମହତ୍ୟା କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ରେ ପାବାରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଥିଲା ଏବଂ ଠିକ ଗୋଟିଏ ବର୍ଷ…
ଭାରତର ନାକ କାଟିଦେଲେ ଏହି ୫ ଭିଲିଆନ୍: ଲଜ୍ଜାଜନକ ପରାଜୟ ପଛରେ ରହିଛି ବଡ଼ ହାତ
ଗୌହାଟୀ,୨୭।୧୧: ଦକ୍ଷିଣ ଆଫ୍ରିକା ଗୌହାଟି ଟେଷ୍ଟରେ ଟିମ ଇଣ୍ଡିଆକୁ ୪୦୮ ରନରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୦ କ୍ଲିନ ସୁଇପ କରିଛି। ଏହି ପରାଜୟ କେବଳ ସ୍କୋରବୋର୍ଡରେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭାରତୀୟ କ୍ରିକେଟ ପାଇଁ…
Archives


