ଗୌତମ ଗମ୍ଭୀର ନିକଟରେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ଭୂମିକମ୍ପରେ ୨,୪୪୫ ଲୋକ ନିହତ ହୋଇଥିବା ବେଳେ ୯,୨୪୦ ଆହତ ହୋଇଛନ୍ତି। ଏହି ଦୁଃଖଦ ପରିସ୍ଥିିତିରେ ଆଫଗାନିସ୍ତାନ କ୍ରିକେଟ…
ନୂଆଦିଲ୍ଲୀ,୧୧ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍ର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଭାରତ।…
ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟମ ମ୍ୟାଚରେ ପାକିସ୍ତାନ ସଂଘର୍ଷମୟ ବିଜୟ ହାସଲ କରିଛି। ଧାର୍ଯ୍ୟ ରନର ପିଛା…
ନୂଆଦିଲ୍ଲୀ,୧୦।୧୦: ପ୍ରଶ୍ନ ଘେରରେ ପାକିସ୍ତାନ ଟିମ୍। ବିଶ୍ୱକପ୍ ୨୦୨୩ରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ନିଜର ପ୍ରଦର୍ଶନ ସହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଏବେ…
ଧରମଶାଲା,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ସପ୍ତମ ମ୍ୟାଚ ଧରମଶାଲାର ହିମଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିଲା। ଇଂଲଣ୍ଡ ବାଂଲାଦେଶକୁ ୧୩୭ ରନରେ ପରାଜିତ କରିଛି।…
ହାଇଦ୍ରାବାଦ,୧୦।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ଅଷ୍ଟମ ମ୍ୟାଚ ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାଶୁନ ଶାନାକ ଟସ ଜିତି ପ୍ରଥମେ…
ଧର୍ମଶାଳା,୧୦।୧୦: ଯେଉଁ ବୟସରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୋଇଥାଏ, ଯେଉଁ ବୟସରେ କ୍ରିକେଟରମାନେ ଅଯୋଗ୍ୟ ନଜର ଆସିଥାନ୍ତି, ସେହି ବୟସରେ ଚମକିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମଲାନ।…
ଧର୍ମଶାଳା,୧୦।୧୦: ଦିନିକିଆ ବିଶ୍ୱକପ୍ ୨୦୨୩ର ସପ୍ତମ ମ୍ୟାଚରେ ଇଂଲଣ୍ଡ-ବାଂଲାଦେଶ ମଧ୍ୟରେ ହିମାଚଳ ପ୍ରଦେଶ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳାରେ ଖେଳାଯାଉଛି । ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି…
ଚେନ୍ନାଇ,୧୦।୧୦: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ଓପନର ଶୁଭମନ ଗିଲ। ଡେଙ୍ଗୁରେ ପୀଡ଼ିତ ଥିବା ଯୋଗୁ ତାଙ୍କ ଶରୀରରେ ପ୍ଲେଟଲେଟ୍ କାଉଣ୍ଟ କମିବାରେ ଲାଗିଥିଲା। ଏହାକୁ ନେଇ…
ନୂଆଦିଲ୍ଲୀ, ୧୦ା୧୦: ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍ର ପ୍ରସାରଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିଜିଟାଲ ଟିମ୍ର ଅଂଶବିଶେଷ ଥିବା ଜଣେ ପାକିସ୍ତାନୀ ଉପସ୍ଥାପିକା ଜୈନାବ…