ଖେଳ

ଆହତ ହେଲେ ପନ୍ତ, ଗାବା ଟେଷ୍ଟ ପୂର୍ବରୁ ଆସିଲା ଏମିତି ଖବର

ନୂଆଦିଲ୍ଲୀ,୧୦।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଗାବାରେ ଖେଳାଯିବାକୁ ଯାଉଛି, ଯେଉଁଥିପାଇଁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।…

1 year ago

ଡବ୍ଲ୍ୟୁଟିସି ଫାଇନାଲ ଖେଳିବା ଆଶାରେ ଦକ୍ଷିଣ ଆଫ୍ରିକାର

ଜିକ୍‌ବରା,୯ା୧୨: ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୧୦୯ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ୨-୦ରେ ସିରିଜ ବିଜୟ ହୋଇଛି।…

1 year ago

ପଡ଼ିଆରେ ଝଗଡା କରି ସିରାଜ-ହେଡ୍‌ଙ୍କୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରିମନା

ଆଡିଲେଡ,୯।୧୨: ଆଡିଲେଡ ଟେଷ୍ଟ ସମୟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଥିଲା। ହେଡଙ୍କୁ…

1 year ago

ମହମ୍ମଦ ସିରାଜ- ଟ୍ରାଭିସ ହେଡ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି! ମ୍ୟାଚ ସମୟରେ କରିଥିଲେ ଏମିତି କାମ

ନୂଆଦିଲ୍ଲୀ,୯।୧୨: ବ୍ରିସବେନ ଟେଷ୍ଟ ପୂର୍ବରୁ ମହମ୍ମଦ ସିରାଜ ଏବଂ ଟ୍ରାଭିସ ହେଡ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ବନ୍ଦ ହେବାର କୌଣସି ନା ନେଉନାହିଁ। ବାସ୍ତବରେ, ଆଡିଲେଡରେ ଖେଳାଯାଇଥିବା…

1 year ago

ଆଡିଲେଡ ଟେଷ୍ଟ ହାରିବାର ଅସଲ କାରଣ କହିଲେ ରୋହିତ ଶର୍ମା

ଆଡିଲେଡ,୮।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ହାତରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ ଡିସେମ୍ବରରୁ ଖେଳାଯିବ। ପିଙ୍କ ବଲ ଟେଷ୍ଟରେ…

1 year ago

କୋହଲିଙ୍କୁ ନେଇ ଏମିତି କମେଣ୍ଟ କଲେ ଗାଭାସ୍କର, କ୍ରିକେଟ ଜଗତରେ ଉଠିଲା ଝଡ଼

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଶତକ ସହ ଫର୍ମକୁ ଫେରିଥିଲେ। ଆଡିଲେଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରଶଂସକମାନେ ତାଙ୍କଠାରୁ ସମାନ ବ୍ୟାଟିଂ…

1 year ago

ଟ୍ରାଭିସ ହେଡଙ୍କୁ କାହିଁକି ଗାଳିଦେଲେ ମହମ୍ମଦ ସିରାଜ? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୭।୧୨: ଆଡିଲେଡରେ ଖେଳାଯାଉଥିବା ଦିନରାତି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡ ଏକ ଚମତ୍କାର ଶତକ ଖେଳିଥିଲେ। ଏହି ଇନିଂସ ଭାରତର ଚିନ୍ତାକୁ ବଢାଇ ଦେଇଥିଲା।…

1 year ago

ଟ୍ରାଭିସ ହେଡଙ୍କ ଚମତ୍କାର ଶତକ: ଅଷ୍ଟ୍ରେଲିଆ ୩୩୭ ରନରେ ଅଲଆଉଟ୍‌

ଆଡିଲେଡ,୭।୧୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ୍‌ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୮୦ ରନ ସଂଗ୍ରହ କରିଥିଲା। ଏହି…

1 year ago

ଷ୍ଟାର୍କଙ୍କ ଆଗରେ ଆତ୍ମସମର୍ପଣ କଲେ ଭାରତୀୟ ବ୍ୟାଟର୍‌

ଆଡିଲେଡ,୬।୧୨: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ପ୍ରଥମ ଇନିଂସ ୧୮୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ନୀତୀଶ…

1 year ago

ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ: ଭୁଶୁଡିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଆଡିଲେଡ,୬।୧୨: ଆଡିଲେଡରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନ ଥିଲା। ପ୍ରଥମ ଅଧିବେଶନରେ ଦଳ ଚାରିଟି ଉଇକେଟ ହରାଇଥିଲା। ମିଚେଲ ଷ୍ଟାର୍କ…

1 year ago