ଖେଳ

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ ଦେବଙ୍କ…

7 years ago

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇ…

7 years ago

ଏକ ସପ୍ତାହରେ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଲେ ହିମା

ନୂଆଦିଲ୍ଲୀ, ୮।୭(ପି.ଟି.)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ଚଳିତ ସପ୍ତାହରେ ଦ୍ୱିତୀୟ ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୋଲାଣ୍ଡଠାରେ ଚାଲିଥିବା କୁଟ୍‌ନୋ ଆଥ୍‌ଲେଟିକ୍ସ ମିଟ୍‌ର ମହିଳା…

7 years ago

ବ୍ରାଜିଲକୁ କୋପା ଆମେରିକା ଟ୍ରଫି

ରିଓ ଡି’ଜାନିରୋ,୮।୭- ଆୟୋଜକ ବ୍ରାଜିଲ ଚଳିତ କୋପା ଆମେରିକା ଟୁର୍ନାମେଣ୍ଟ ଟ୍ରଫି ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ୧୦ଜଣିଆ ବ୍ରାଜିଲ ଦଳ ୩-୧ ଗୋଲରେ ପେରୁକୁ ହରାଇ…

7 years ago

କାନାଡା ଓପନ ବ୍ୟାଡ୍‌ମିଣ୍ଟନ: କାଶ୍ୟପ ରନର୍ସ ଅପ୍‌

କାଲଗାରି,୮।୭- ପୂର୍ବତନ ରାଜ୍ୟଗୋଷ୍ଠୀ ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଚଳିତ କାନାଡା ଓପନ ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଉପବିଜେତା ଭାବେ ଅଭିଯାନ ଶେଷ କରିଛନ୍ତି। ୩ ଗେମ୍‌ ବିଶିଷ୍ଟ…

7 years ago

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଭାରତୀୟ ବୋଲର୍‌ ଜସପ୍ରୀତ୍‌ ବୁମ୍‌ରା

ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ କରି ବିବାହ ମଧ୍ୟ କରିଛନ୍ତି।…

7 years ago

ବିଶ୍ୱକପରୁ ବିଦା ହୋଇ ଘରେ ପହଞ୍ଚିଲା ପାକିସ୍ତାନ ଦଳ: ଏମିତି କରାଗଲା ସ୍ବାଗତ

ଇସଲମାବାଦ, ୮।୭: ବିଶ୍ୱକପରୁ ବିଦା ହେବାପରେ ପାକିସ୍ତାନ ଦଳର ଖେଳାଳିମାନେ ନିଜ ଦେଶରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ସେମାନଙ୍କ ଘରେ ଛଡାଯାଇଥିଲା। ଭାରତଠାରୁ…

7 years ago

ଭାରତୀୟ ବିଜୟରେ ପିନ୍ଧିଥିବା ଶାର୍ଟ ଖୋଲି ଦେଇଥିଲେ ଏହି ଖେଳାଳି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଆଜି ୪୭ତମ ଜନ୍ମଦିନ। ଭାରତୀୟ କ୍ରିକେଟ ଦରବାରରେ ପହଞ୍ଚାଇବାରେ ଗାଙ୍ଗୁଲିଙ୍କ ଅବଦାନ ଅତୁଳନୀୟ। ସେହିପରି ବିରେନ୍ଦ୍ର ସେହଓ୍ବାଗ…

7 years ago

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲରେ…

7 years ago

କୋହଲି- ଓ୍ବିଲିୟମସନ ଲଢ଼େଇ: ୧୧ ବର୍ଷପରେ ଏକ ବିରଳ ସଂଯୋଗ

ମାଞ୍ଚେଷ୍ଟର, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ମାଞ୍ଚେଷ୍ଟରରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ ସ୍ଥାନରେ…

7 years ago