ଖେଳ

ବୟସ ଜାଲିଆତି: ରାଜେଶ, କ୍ରୀଷ୍ଣାଙ୍କୁ ବାସନ୍ଦ କଲା ବିସିସିଆଇ

କଟକ ଅଫିସ,୨ା୧୧-ରାଜ୍ୟର ଦୁଇ ପ୍ରତିଭାବାନ କ୍ରିକେଟ ଖେଳାଳି ବୟସ ଜାଲିଆତିରେ ଫସିଛନ୍ତି। ସେମାନେ ହେଲେ ରାଜେଶ ମହାନ୍ତି ଓ କ୍ରୀଷ୍ଣା ପଲାଇ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)…

7 years ago

କଳିଙ୍ଗ ଇତିହାସରେ ନୂଆ ଫର୍ଦ୍ଦ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମ ହକି ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଫର୍ଦ୍ଦ। ପୂର୍ବରୁ ଏଠାରେ ହକି ବିଶ୍ୱକପଠାରୁ ଆରମ୍ଭ କରି ପୁରୁଷ ବିଭାଗର ଅନେକ…

7 years ago

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା ଦଳ…

7 years ago

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି ମ୍ୟାଚରେ…

7 years ago

ଭାରତ ଗସ୍ତରେ ଆସିବେ ଚାର୍ଲୋଟ ଫ୍ଲେୟାର

ନୂଆଦିଲ୍ଲୀ, ୨ା୧୧ (ପି.ଟି.)-ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର ଚାର୍ଲୋଟ ଫ୍ଲେୟାର ଚଳିତ ମାସ ୧୪ ତାରିଖରେ ୩ ଦିନିଆ ଗସ୍ତରେ ଭାରତ ଆସିବେ। ସେ ମୁମ୍ବାଇରେ ୧୪ ଓ ୧୫…

7 years ago

ଖେଳକୁ ଲୋକେ ଭଲ ପାଉଥିବାରୁ ଓଡ଼ିଶାରେ ବଡ଼ ଇଭେଣ୍ଟ ସମ୍ଭବ ହୋଇପାରୁଛି: ରିଜିଜୁ

ଭୁବନେଶ୍ୱର,୨।୧୧(କ୍ରୀଡ଼ା ପ୍ରତିନିଧି)-ଅଲିମ୍ପିକ୍‌ କ୍ବାଲିଫାୟର୍ସରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଉତ୍ସାହିତ କରିବା ପାଇଁ ମୁଁ ଭୁବନେଶ୍ୱର ଆସିଛି। ହକିରେ ଭାରତ ତା’ର ହୃତ୍‌ ଗୌରବ…

7 years ago

ଦେଓଧର ଟ୍ରଫି: ଫାଇନାଲରେ ଭାରତ ସି’ : ମୟଙ୍କ, ଶୁବମନଙ୍କ ଶତକ

ରାଞ୍ଚି,୨।୧୧(ପି.ଟି.)- ଦୁଇ ଓପନର ଶୁବମନ ଗିଲ୍‌, ମୟଙ୍କ ଅଗ୍ରଓ୍ବାଲଙ୍କ ଦମ୍‌ଦାର ଶତକୀୟ ପାଳି ଓ ଅଫ୍‌ ସ୍ପିନର ଜଲାଜ ସାକସେନାଙ୍କ ୭ ଉଇକେଟ ସଫଳତା ସହାୟତାରେ ଭାରତ…

7 years ago

ସ୍ତ୍ରୀଙ୍କ ସାମ୍ନାରେ ହରଭଜନ କହୁ କହୁ କହିଦେଲେ ଏହି କଥା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ହରଭଜନ ସିଂ ସ୍ତ୍ରୀ ଗୀତା ବାସ୍ରାଙ୍କ ସହ କପିଲ ଶର୍ମା କମେଡି ଶୋ’ରେ ପହଞ୍ଚିଥିଲେ। ଏହି ଶୋ’ ସେ…

7 years ago

ଏଫଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ:  ଭାରତୀୟ ମହିଳା ଦଳର ଦମଦାର ବିଜୟ

ଭୁବନେଶ୍ୱର, ୧\୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍ଆଇଏଚ୍ ଅଲିମ୍ପିକ୍ କ୍ବାଲିଫାୟର୍ସ ହକିର ମହିଳା ବିଭାଗ ମ୍ୟାଚରେ ଭାରତ ୫-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି…

7 years ago

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ…

7 years ago