ଖେଳ

ମୁସଫିକରଙ୍କ ଅପରାଜିତ ଦ୍ୱିଶତକ

ଢାକା, ୨୫ା୨ (ଏଏଫ୍‌ପି)-ସ୍ଥାନୀୟ ଶେର-ଇ-ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଏକ ମାତ୍ର କ୍ରିକେଟ ଟେଷ୍ଟ ମ୍ୟାଚରେ ମୁସ୍‌ଫିକର ରହିମ୍‌ ତାଙ୍କ ତୃତୀୟ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି।…

6 years ago

ଆଇସିସି ମହିଳା ଟି୨୦ ବିଶ୍ୱକପ : ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ପର୍ଥ, ୨୫।୨- ଆଇସିସି ମହିଳା ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ସୋମବାର ଦ୍ୱିତୀୟ…

6 years ago

କୋମାଳିକାଙ୍କୁ ହରାଇଲେ ପ୍ରିୟଙ୍କା

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ବିଶ୍ୱ ତୀରନ୍ଦାଜୀ ୟୁଥ୍‌ ଚାମ୍ପିୟନଶିପ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ କୋମାଳିକା ବାରିଙ୍କୁ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ନିରାଶ…

6 years ago

ସନ୍ତରଣରେ ଚମକିଲେ ଯମଜ ଭଗିନୀ

ଭୁବନେଶ୍ୱର, ୨୫।୨ (ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଉଦ୍‌ଘାଟନୀ ସଂସ୍କରଣ ଟୁଇନ୍‌ ସିଟିରେ ଚାଲିଥିବାବେଳେ ସନ୍ତରଣ ଇଭେଣ୍ଟର ପ୍ରଥମ ଦିବସରେ ଯମଜ ଭଗିନୀ…

6 years ago

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା :ଚର୍ଚ୍ଚାରେ ୬ ଫୁଟ୍‌ ୯ ଇଞ୍ଚ ଉଚ୍ଚତାର ସହଜ୍‌

ଭୁବନେଶ୍ୱର, ୨୫।୨(ସ୍ପୋଟର୍‌ସ ବ୍ୟୁରୋ): ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ସୋମବାର ୪ର୍ଥ ଦିନରେ ପହଞ୍ଚତ୍ଛି। ପ୍ରତିଯାଗିତାରେ ଜୈନ ବିଶ୍ୱବିଦ୍ୟାଳୟ (କର୍ନାଟକ)ର ଉନ୍ନତ…

6 years ago

ରଣଜୀ ଟ୍ରଫିରେ ଓଡ଼ିଶା: ନିରାଶରେ ଶେଷ ହେଲା ସିଜନ

କଟକ ଅଫିସ,୨୪ା୨: ଚଳିତ ରଣଜୀ ଟ୍ରଫି ସିଜନରେ କ୍ୱାର୍ଟର ଫାଇନାଲରୁ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ବାର୍ଟର ଫାଇନାଲରେ ପ୍ରଥମ ଇନିଂସ…

6 years ago

ରାଜ୍ୟଗୋଷ୍ଠୀ ଶୁଟିଂ, ଆର୍ଚେରୀ ଇଭେଣ୍ଟ ଭାରତରେ

ଲଣ୍ଡନ, ୨୪ା୨ (ପି.ଟି.)-୨୦୨୨ ଜାନୁୟାରୀରେ ଭାରତ ରାଜ୍ୟଗୋଷ୍ଠୀ ଶୁଟିଂ ଓ ଆର୍ଚେରୀ ଚାମ୍ପିୟନଶିପ୍‌ ଆୟୋଜନ କରିବ। ଏହି ଦୁଇଟି ଇଭେଣ୍ଟର ପଦକଗୁଡ଼ିକ ବର୍ମିଂହାମ ଗେମ୍ସର ଚୂଡ଼ାନ୍ତ ତାଲିକାରେ…

6 years ago

ହ୍ବାଟସଆପ ଗ୍ରୁପ୍‌ରେ ଜୋକୋଭିଚ୍‌, ନାଡାଲ, ଫେଡରର

ପ୍ୟାରିସ,୨୪ା୨- ବର୍ତ୍ତମାନ ଟେନିସ କ୍ରୀଡ଼ାର ଶ୍ରେଷ୍ଠ ୩ ଖେଳାଳି ରୋଜର ଫେଡରର, ରାଫାଲ ନାଡାଲ ଓ ନୋଭାକ ଜୋକୋଭିଚ୍‌ କୋର୍ଟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କିନ୍ତୁ କୋର୍ଟ…

6 years ago

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ ବ୍ୟାଟ୍ସମ୍ୟାନ…

6 years ago

ଆଇପିଏଲ ପୂର୍ବରୁ ଚମକିଲେ ଯଶସ୍ବୀ

ମୁମ୍ବାଇ,୨୪ା୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଯଶସ୍ବୀ ଜୈସ୍ବାଲ ଭଲ ଫର୍ମ ଜାରି ରଖିଛନ୍ତି। ୨.୪ କୋଟି ଟଙ୍କାରେ ବିକ୍ରି ହୋଇଥିବା…

6 years ago