ଶାରଜା,୧୮।୧୯: ଆଇପିଏଲ ୨୦୨୦ର ଏକ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓପନର୍ ଶିଖର ଧାଓ୍ବନଙ୍କ ଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଛି।…
ଆଇପିଏଲ୍ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ…
କରାଚୀ, ୧୮ା୧୦ (ପି.ଟି.): ଚଳିତ ନ୍ୟାଶନାଲ ଟି୨୦ କପ୍ ପରେ ପାକିସ୍ତାନର ଭେଟେରାନ ପେସ୍ ବୋଲର ଉମର ଗୁଲ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ ବୋଲି…
ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର ଦଳରେ…
ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ ଓ…
ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ…
ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍ ଓଭରରେ ଅକ୍ଷର ପଟେଲଙ୍କ ଧୂଆଁଧାର…
ଶାରଜା, ୧୭।୧୦: ଆଇପିଏଲ୍ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍ରେ ଟସ୍…
ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ହରାଇ ଦେଇଛି।…
ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍ ସହ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ…