ଖେଳ

ଭାରତୀୟ କ୍ରିକେଟର୍‌ର କର୍ନଲ କିଏ ଜାଣନ୍ତି, ତାଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ ସଚିନ-ଗାଭାସ୍କର

ଭାରତର ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। କର୍ନଲ ଭାବରେ ଜଣାଶୁଣା ଦିଲୀପ କ୍ରିକେଟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ।…

5 years ago

ସବିର ହୁସେନ ବିସିସିଆଇ ନୂଆ ଏସିୟୁ ମୁଖ୍ୟ

ନୂଆଦିଲ୍ଲୀ, ୬ା୪ (ପି.ଟି.)- ଅଜିତ ସିଂଙ୍କ ସ୍ଥାନରେ ଗୁଜରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସବିର ହୁସେନ ଶେଖଦମ୍‌ ଖଣ୍ଡଓ୍ବାଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୁର୍ନୀତି…

5 years ago

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ ୭-୬…

5 years ago

ଫଖର ଜମାନଙ୍କ ବିବାଦୀୟ ରନ ଆଉଟ

ଲଣ୍ଡନ, ୬ା୪: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆରେ ପାକିସ୍ତାନର ଫଖର ଜମାନଙ୍କ ବିବାଦୀୟ ଆଉଟକୁ ନେଇ କ୍ରିକେଟ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି। କ୍ୱିଣ୍ଟନ…

5 years ago

ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟରେ ରଶ୍ମିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୬।୪(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଗତ ୩ ଓ ୪ ତାରିଖ ଦୁଇଦିନଧରି ଅନୁଷ୍ଠିତ ଜାତୀୟ ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ…

5 years ago

ଆଇପିଏଲରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ…

5 years ago

ପୁରୁଣା ଫର୍ମରେ ଧୋନୀ: ସିଏସ୍‌କେ ନେଟ୍ସରେ ଛକା ବର୍ଷା

ମୁମ୍ବାଇ, ୫ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ଗତବର୍ଷ ପ୍ଲେଅପ୍‌ରେ ପ୍ରବେଶ କରିପାରି ନ ଥିଲା। କିନ୍ତୁ ଚଳିତ ଥର ଦଳ ଯେମିତି…

5 years ago

ମୋଇନ ଅଲିଙ୍କୁ ଅନୁମତି ଦେଲା ସିଏସ୍‌କେ

ଚେନ୍ନାଇ, ୫ା୪- ଚଳିତ ଆଇପିଏଲରେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲି କୌଣସି ପ୍ରକାର ଲିକର ବ୍ରାଣ୍ଡର ଲୋଗୋ ଥିବା ଜର୍ସି ପିନ୍ଧିବେ ନାହିଁ। ଏ ନେଇ ସ୍ପଷ୍ଟ…

5 years ago

ଧୋନୀଙ୍କ ପାଇଁ ଖାସ ଦିନ

ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍‌ ଖାସ ଦିନ। ଆଜିକୁ ଠିକ୍‌ ୧୬ ବର୍ଷ ତଳେ ଏହି…

5 years ago

ଆଖିବୁଜିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୪: ମୁମ୍ବାଇର ପୂର୍ବତନ କ୍ରିକେଟର ମେହଲି ଇରାନୀଙ୍କ ଦୁବାଇରେ ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)ର ସର୍ବୋଚ୍ଚ କମିଟି…

5 years ago