ନୂଆଦିଲ୍ଲୀ, ୩୧ା୭ (ପି.ଟି.): ଭାରତୀୟ ଶୁଟିଂ ଟିମ୍ର କଥାରେ ସୁଇଜରଲାଣ୍ଡର ଏକ ବନ୍ଧୁକ ତିଆରି କରୁଥିବା କମ୍ପାନୀ ମୋରିନି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆକୁ ନିଃସର୍ତ୍ତମୂଳକ…
କଲମ୍ବୋ, ୩୧ା୭ (ପି.ଟି.)- ଶିଖର ଧାଓ୍ବନଙ୍କ ନେତୃତ୍ୱାଧୀନ ଭାରତୀୟ ସୀମିତ ଓଭର ଦଳ ଶୁକ୍ରବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ ପହଞ୍ଚତ୍ଛି। କୋଭିଡ୍ ଟେଷ୍ଟରେ ପଜିଟିଭ ଯୋଗୁ କ୍ରିଷ୍ଣାପ୍ପା ଗୋଥାମ,…
ଟୋକିଓ, ୩୧ା୭ (ଏପି)-ଗତଥର ଚାମ୍ପିୟନ ନୋଭାକ ଜୋକୋଭିଚ୍ଙ୍କ ଗୋଲ୍ଡେନ ସ୍ଲାମ ସ୍ବପ୍ନ ଅଧୁରା ରହିଯାଇଛି। ପୁଣି ଏହି ସୁଯୋଗ ପାଇଁ ତାଙ୍କୁ ଅତି କମ୍ରେ ଆହୁରି ୩…
ଟୋକିଓ, ୩୧।୭(ଏପି)- ଦକ୍ଷିଣ ଆଫ୍ରିକାର ଟାଟଜାନା ସ୍କ୍ବେନମାକର ପ୍ରଥମ ସନ୍ତରଣକାରୀଭାବେ ଚଳିତ ଟୋକିଓ ଅଲିମ୍ପିକ୍ସର ସନ୍ତରଣର ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱରେକର୍ଡର ଅଧିକାରି ହୋଇଛନ୍ତି। ଏହି ୨୪ ବର୍ଷୀୟା…
ଟୋକିଓ,୩୧।୭: ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କ ଅଲିମ୍ପିକ ପଦକ ହାସଲ ଆଶା ଧୂଳିସାତ ହୋଇଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ସେ କୋରିଆର ଟପ୍ସିଡ୍…
ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ସେ…
ଟୋକିଓ,୩୧।୭: ଅଲିମ୍ପିକ୍ସ ପୁରୁଷ ହକି ଇଭେଣ୍ଟରେ ଭାରତ ପୁଲ୍-ଏ’ରେ ତା’ର ଅନ୍ତିମ ମ୍ୟାଚ୍ରେ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଥିବା…
ଟୋକିଓ,୩୧।୮(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସର ଲଭଲିନା ବୋରଗୋହେନ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଆସାମର ଏହି ତାରକା ମହିଳା ବକ୍ସର ୬୯ କେ.ଜି.…
ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ ନବନୀତ…
ନୂଆଦିଲ୍ଲୀ,୩୦।୭: ଶ୍ରୀଲଙ୍କା ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରି ସିରିଜ ହାତେଇଥିଲା। ହେଲେ ଭାରତୀୟ ଟିମ୍ର…