ଖେଳ

‘କେବେ ଭାବି ନ ଥିଲି ପୁଣି ଥରେ ନିଜ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବ’

ଲଣ୍ଡନ,୧୭।୯: ପୁଣି ଥରେ ନିଜ ଦେଶର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବି ବୋଲି କେବେ ବି ଭାବି ନ ଥିଲି। କିଛି ଏଭଳି କହି ଚର୍ଚ୍ଚାରେ…

3 years ago

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ୟୁଏଇ

ନୂଆଦିଲ୍ଲୀ,୧୭।୯: ଏମିରେଟ୍ସ କ୍ରିକେଟ ବୋର୍ଡ ଆଗାମୀ ଟି -୨୦ ବିଶ୍ୱକପ ୨୦୨୨ ପାଇଁ ଶନିବାର ଦଳ ଘୋଷଣା କରିଛି। ୟୁଏଇର ବିଶ୍ୱକପ୍‌ ପାଇଁ ଘୋଷିତ ୧୫ ଜଣିଆ…

3 years ago

ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌

ମୁମ୍ବାଇ,୧୭।୯(ପି.ଟି.): ଆସନ୍ତା ଆଇପିଏଲ୍‌ ସିଜନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟକିପର-ବ୍ୟାଟର ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଥିବା ଫ୍ରାଞ୍ଚାଇଜ୍‌…

3 years ago

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ…

3 years ago

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି କ୍ରିକେଟ…

3 years ago

ସୁବିଧାଜନକ ସ୍ଥିତିରେ ଭାରତ ଏ’

ବେଙ୍ଗାଲୁରୁ, ୧୭।୯(ପି.ଟି.): ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତ ଏ’ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରି ସୁବିଧାଜନକ ସ୍ଥିତିରେ ରହିଛି। ଶୁକ୍ରବାର…

3 years ago

ଓ୍ବାଲର୍‌ଡ ଜାଏଣ୍ଟ୍ସକୁ ହରାଇଲା ଇଣ୍ଡିଆ ମହାରାଜାସ

କୋଲକାତା, ୧୭।୯(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟ ପୂର୍ବରୁ ଶୁକ୍ରବାର ଏଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଚ୍ୟାରିଟି ମ୍ୟାଚରେ ଇଣ୍ଡିଆ ମହାରାଜାସ ୬ ଉଇକେଟରେ ଓ୍ବାଲର୍‌ଡ ଜାଏଣ୍ଟ୍ସକୁ…

3 years ago

ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ଶ୍ରୀଲଙ୍କା

କଲମ୍ବୋ,୧୬।୯: ଭାରତ ଏବଂ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମ୍‌ ଉପସ୍ଥିତିରେ ଏସିଆ କପ୍‌ ୨୦୨୨ ଟାଇଟଲ ଜିତି ଇତିହାସ ରଚିଥିଲା ଶ୍ରୀଲଙ୍କା କ୍ରିକେଟ ଟିମ୍‌। ଏବେ ଦଳର…

3 years ago

ସଞ୍ଜୁ ସାମ୍‌ସନଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ବିସିସିଆଇ, ନେବେ ଏହି ଟିମ୍‌ର ନେତୃତ୍ୱ

ନୂଆଦିଲ୍ଲୀ,୧୬।୯: ଆଗାମୀ ଟି୨୦ ବିଶ୍ୱକପ୍‌ ଦଳରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏବେ ପ୍ରଶଂସକଙ୍କୁ…

3 years ago

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ ବନ୍ଦରରେ…

3 years ago