ସାଧାରଣତନ୍ତ୍ର ଦିବସରେ ମୋଦି ପିନ୍ଧିଲେ କମଳା ରଙ୍ଗର ପଗଡ଼ି: କ’ଣ ଏହାର କାରଣ
ନୂଆଦିଲ୍ଲୀ,୨୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣତନ୍ତ୍ର ଦିବସ ଓ ସ୍ୱାଧିନତା ଦିବସରେ ପଗଡି ବାନ୍ଧିବାର ପରମ୍ପରାକୁ ବଜାୟ ରଖିଛନ୍ତି । ଚଳିତବର୍ଷ ଗଣତନ୍ତ୍ର ଦିବସ ଅବସରରେ ସେ କମଳା ରଙ୍ଗର ପଗଡି ପିନ୍ଧିଥିବା ଦେଖାଯାଇଛି । ୭୨ ତମ ସାଧାରଣତନ୍ତ୍ର…
ରାଜପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ ।୧: ସାରା ଦେଶ ଉତ୍ସାହ ଓ ଉଦ୍ଦିପନା ସହ ପାଳନ କରୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜପଥରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…
ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି
ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ନାହାନ୍ତି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି ।…
ସାଧାରଣତନ୍ତ୍ର ଦିବସର ଶୋଭା ବଢ଼ାଇବ ରାମ ମନ୍ଦିର ମେଢ଼
ନୂଆଦିଲ୍ଲୀ,୧୧।୧୨: ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୬ ତାରିଖ ତଥା ସାଧାରଣତନ୍ତ୍ର ଦିବସ ପୂରା ଦେଶରେ ବେଶ ଧୂମଧାମରେ ପାଳନ କରାଯାଏ। ଏଥି ନେଇ ମାସେ ଆଗରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। କିନ୍ତୁ ଆସନ୍ତା ବର୍ଷର ସାଧାରଣତନ୍ତ୍ର ଦିବସ ଦେଶବାସୀଙ୍କ ପାଇଁ ବେଶ…
ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ
ଭୁବନ,୨୬।୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସେଥି ମଧ୍ୟରୁ ଏନ୍ଏସି କାର୍ଯ୍ୟାଳୟରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ମୁଖ୍ୟ ଅତିଥି…
କେସିଙ୍ଗାରେ ୭୧ ତମ ସାଧାରଣତନ୍ତ୍ର ଦିବସ
କେସିଙ୍ଗା,୨୬।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟାପୀଠ ଖେଳପଡ଼ିଆ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଉପଜିଲାପାଳ ସୁଶାନ୍ତ ସିଂ ଯୋଗଦେଇ ସହରର ବିକାଶ, ପାନୀୟଜଳ, ରାସ୍ତାଘାଟ, ଡ୍ରେନ୍, ବିଜୁଳି ସମସ୍ୟା…
ଛେଣ୍ଡିପଦା ବ୍ଲକ ସଦରମହକୁମାରେ ୭୧ତମ ସାଧାରଣତନ୍ତ୍ର ଦିବସ
ଛେଣ୍ଡିପଦା,୨୬।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଦର ମହକୁମା ମିନିଷ୍ଟାଡିୟମରେ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ…
ତୁରୁମୁଙ୍ଗାରେ ପତାକା ଉତ୍ତୋଳନ କଲେ ବିଧାୟକ, ଜଗନ୍ନାଥ ପାଟଣାରେ ବ୍ଲକ ଅଧ୍ୟକ୍ଷ
ପାଟଣା,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଷ୍ଟାଡିୟମ ଓ ତୁରୁମୁଙ୍ଗାସ୍ଥିତ ହାଇସ୍କୁଲ ପଡ଼ିଆରେ ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତୁରୁମୁଙ୍ଗାଠାରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…
ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ
ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ସଦର ମହକୁମା ପୋଲିସ ଟ୍ରେନିଂ ପଡିଆରେ ରବିବାର ୭୧ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।…
କର୍ଲାମୁଣ୍ଡାରେ ୭୧ ତମ ସାଧାରଣତନ୍ତ୍ର ଦିବସ
କର୍ଲାମୁଣ୍ଡା,୨୬।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ହସ୍ପିଟାଲ ପଡ଼ିଆଠାରେ କର୍ଲାମୁଣ୍ଡା ସଦର ପଞ୍ଚାୟତ ପକ୍ଷରୁ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ ଯୋଗଦେଇ ପତାକା…
ବଡ଼ବିଲରେ ଜାତୀୟ ପତାକା ଉତ୍ତୋଳନ କଲେ ତହସିଲଦାର
ବଡ଼ବିଲ,୨୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଜାତୀୟ ଦିବସ ପାଳନ ସମିତି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି।…
ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ
ପୁରୁଷୋତ୍ତମପୁର,୨୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂଣ୍ଣା ଷଡ଼ଙ୍ଗୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଜଗନ ମୋହନ ପଟ୍ଟନାୟକ,…
Archives


