ଖଲ୍ଲିକୋଟରେ ଭାଙ୍ଗିଲା ବିଜେଡି ଦୁର୍ଗ, ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ
ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ଏକଦା ବିଜେଡିର ଦୁର୍ଗ କୁହାଯାଉଥିବା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁର୍ଗକୁ ଭାଙ୍ଗି ଇତିହାସ ରଚିଛି ଭାଜପା। ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୨୨ହଜାର ୯୩୦ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛନ୍ତି। ସେ...
କଟକ ସଦରରେ ଫୁଟିଲା ପଦ୍ମ
କଟକ,୪ା୬: କଟକ ସଦର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ପରାସ୍ତ କରିଛନ୍ତି।
ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ
କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ...
ପାଟକୁରାରେ ଅରବିନ୍ଦ ବିଜୟୀ
କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ମହାପାତ୍ରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ବିଜୟ ଲାଭ କରିଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ତେଜେଶ୍ୱର ପରିଡ଼ାଙ୍କୁ ୧୧,୪୨୫ ଖଣ୍ଡ ଭୋଟ୍ରେ...
ଫୁଲବାଣୀ ବିଧାନସଭା ଆସନ ହାତେଇଲା ଭାଜପା
ଫୁଲବାଣୀ,୪ା୬(ରାକେଶ କୁମାର ରାଉତ): ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ଉମାଚରଣ ମଲିକ ବିଜୟ ଲାଭ କରିଛନ୍ତି। ଉମାଚରଣ ମୋଟ୍ ୫୩,୯୦୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀ ଜୟଶ୍ରୀ କହଁର ୫୧,୦୪୨ ଖଣ୍ଡ...
ଯାଜପୁରରୁ ଆସିଲା ବିଜେଡି ପାଇଁ ଖୁସି ଖବର
ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ରେ ଓଡ଼ିଶାରେ ପରିବର୍ତ୍ତନର ସ୍ବର ଦେଖିବାକୁ ମିଳିଛି। ଏଠାରେ ବିଜେଡି ଗଡ଼ ଭୁଶୁଡି ଥିବାବେଳେ ଭାଜପା ସରକାର ଗଢିବାକୁ ଯାଉଛି। ରାଜ୍ୟରେ ଲୋକ ସଭାରେ ମଧ୍ୟ ଭାଜପା ଏପର୍ଯ୍ୟନ୍ତ ୨୧ ଆସନରୁ ୧୯ରେ ଆଗୁଆ ରହିଛି।...
ଓଡ଼ିଶାରେ ଫୁଟିଲା ପଦ୍ମ! ମୁଖ୍ୟମନ୍ତ୍ରୀ, ରେସ୍ରେ ଏହି ନେତା…
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ ନମ୍ବର ୭୫ ଛୁଇଁବା ଦଳ ୮୦ ଛୁଇଁଛି। ଏହି କ୍ରମରେ ବିଜେଡି ୫୫ ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ...
ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ
ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ ଆଗୁଆ ରହିଛି। ବିଜେଡିର ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୦୧୩ ଭୋଟ...
ସାଲେପୁର ବିଧାନସଭା ଆସନ: ୯ମ ରାଉଣ୍ଡରେ ଅରିନ୍ଦମଙ୍କୁ ପଛରେ ପକାଇଲେ ପ୍ରଶାନ୍ତ
କଟକ,୪ା୬(କାର୍ତ୍ତିକ ସାହୁ): ମଙ୍ଗଳବାର ସାରା ରାଜ୍ୟରେ ଚାଲିଛି ଭୋଟ୍ ଗଣତି। ଏହି ବିଧାନସଭା ଆସନରେ ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଥିଲା। ତେବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ୩୨,୯୩୫ ଖଣ୍ଡ ଭୋଟ୍ ପାଇଥିବା ବେଳେ...
ବିଷମକଟକରେ ବିଜେଡି ଆଗୁଆ
ବିଷମକଟକ,୪।୬: ରାୟଗଡାର ବିଷମକଟକ ବିଧାନସଭା ଆସନରେ ବିଜେଡି ଆଗୁଆ ଅଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ଭାଜପାର ଜଗନ୍ନାଥ ନୁଣ୍ଡୁରୁକା ୧୪୩୬୯, ବିଜେଡ଼ିର ଜଗନ୍ନାଥ ସାରାକା ୨୫୭୦୫, କଂଗ୍ରେସର ନୀଳମାଧ ହିକକାଙ୍କୁ ୨୪୧୧୬ ଖଣ୍ଡ ଭୋଟ ମିଳିଛି। ଏପର୍ଯ୍ୟନ୍ତ ବିଜେଡି...
କଟକ ସଦର ବିଧାନସଭା ଆସନ: ୧୦ମ ରାଉଣ୍ଡରେ ବିଜେଡି ଆଗୁଆ
କଟକ,୪ା୬(କାର୍ତ୍ତିକ ସାହୁ): କଟକ ସଦର ବିଧାନସଭା ଆସନରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ତେବେ ୧୦ମ ରାଉଣ୍ଡ ସୁଦ୍ଧା ବିଜେଡି ବଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ୩୫,୨୯୬ ଖଣ୍ଡ ଭୋଟ୍ ପାଇଥିବା ବେଳେ ଭାଜପାର ପ୍ରକାଶ ଚନ୍ଦ୍ର...
ଓଡ଼ିଶା ଲୋକ ସଭାର ୧୯ ଆସନରେ ଭାଜପା ଆଗୁଆ
ଭୁବନେଶ୍ୱର,୪ା୬: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍ ଗଣତି ଜୋର୍ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ଲୋକ ସଭା ଆସନରେ ଭାଜପା ଆଗୁଆ ରହିଛି। ତେବେ...
Archives


