ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି
ସ୍ନାନବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି।
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ସମୟରେ ବ୍ୟବହୃତ ଟାହିଆକୁ କଟକ ଫିରିଙ୍ଗି ବଜାରଠାରେ ପ୍ରସ୍ତୁତ କରୁଥିବା ଯୁବତୀମାନେ
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନବେଦୀକୁ ପହଣ୍ଡି ସମୟରେ ବ୍ୟବହୃତ ଟାହିଆକୁ କଟକ ଫିରିଙ୍ଗି ବଜାରଠାରେ ପ୍ରସ୍ତୁତ କରୁଥିବା ଯୁବତୀମାନେ
ଜୋବ୍ରା ମାରିଟାଇମ୍ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।
ଜୋବ୍ରା ମାରିଟାଇମ୍ ମ୍ୟୁଜିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ଜନନୀ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ।
କଟକରେ ପାକ୍ ମୌସୁମୀ ବର୍ଷା
କଟକରେ ପାକ୍ ମୌସୁମୀ ବର୍ଷା
ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ତମ ଜୟନ୍ତୀରେ ରାଜଭବନସ୍ଥିତ ପ୍ରତିମୂର୍ତ୍ତିରେ ‘ଧରିତ୍ରୀ’ ତଥା ‘ଓଡ଼ିଶା ପୋଷ୍ଟ’ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ।
ମହାପ୍ରଭୁଙ୍କୁ ଦର୍ଶନ କଲେ ୨ କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ଓଡ଼ିଶା ଆସି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।
ବିଶ୍ୱ କର୍କଟଜୟୀ ଦିବସ ପାଳିତ
କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।
୨ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ
୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାପରେ ଭାଜପା ପକ୍ଷରୁ ତାଙ୍କୁ ଫୁଲମାଳ ଦେଇ ସ୍ବାଗତ କରାଯାଉଛି।
ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ
ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ଜନସାଧାରଣଙ୍କ ସମସ୍ୟା ଓ ସମାଧାନ ଦାବିରେ ଏସ୍ୟୁସିଆଇ(ସି) ପକ୍ଷରୁ ପିଏମ୍ଜିଠାରେ ବିକ୍ଷୋଭ।
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
କୃଷକ ଭବନ ସମ୍ମିଳନୀ କକ୍ଷରେ କୃଷି ଓ କୃଷିଜୀବୀ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜସ୍ତରୀୟ କର୍ମଶାଳାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ମଞ୍ଚାସୀନ ଅନ୍ୟ ଅତିଥିମାନେ।
ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍ଜିରେ ବିକ୍ଷୋଭ
ବାତ୍ୟାରେ ସ୍ଥାୟୀ ପ୍ରତିକାର ପାଇଁ ବସ୍ତିବାସିନ୍ଦା ଓ ବାସହୀନ ଗରିବ ଲୋକଙ୍କୁ ପକ୍କାଘର ଦାବିରେ ବସ୍ତିବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ପିଏମ୍ଜିରେ ବିକ୍ଷୋଭ।
Archives