ଫଟୋରେ ଖବର

ରାଜଭବନ ସମ୍ମୁଖରେ ଧାରଣା

ସାମାଜିକ କର୍ମୀ ବାସୁଦେବ ଭଟ୍ଟଙ୍କୁ ଧମକ ଦେଇ ମାନବାଧିକାର କ୍ଷୁର୍ଣ୍ଣ କରିବା ଓ କଷ୍ଟିକ ସୋତା ଦୁର୍ନୀତି ସ୍କାମର ସିବିଆଇ ତଦନ୍ତ ଦାବି। ନାଲ୍‌କୋ ସିଏମ୍‌ଡି ତପନ ଚାନ୍ଦଙ୍କ ବରଖାସ୍ତ ଏବଂ ଗିରଫ ଦାବିରେ ମାନବାଧିକାର କର୍ମୀଙ୍କ ରାଜଭବନ ସମ୍ମୁଖରେ ଧାରଣା।

‘ଓ୍ବାଟର୍‌ ଏଟିଏମ୍‌’ ଉଦ୍‌ଘାଟନ

ଗଣେଷ ଘାଟସ୍ଥିତ ପ୍ରୋଜେକ୍ଟ ସ୍ବରାଜ ପରିସରରେ କଟକ ମହାନଗର ନିଗମର ପୂର୍ବତନ ନଗରପାଳ ତ୍ରିଲୋଚନ କାନୁନ୍‌ଗୋ ‘ଓ୍ବାଟର୍‌ ଏଟିଏମ୍‌’କୁ ଉଦ୍‌ଘାଟନ କରୁଛନ୍ତି।

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନଠାରେ ଶହୀଦ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

Advertisement
Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri