ସିଆର୍ପିଏଫ୍ କ୍ୟାମ୍ପସ୍ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି।
ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ।
ସିଡିଏ ସେକ୍ଟର ୧୦ ସାର୍ବଜନିନ ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ଥାନୀୟ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍…
ରଥଯାତ୍ରା ଉପଲକ୍ଷେ ଶିଳ୍ପୀ ଏଲ୍ ଇଶ୍ୱର ରାଓଙ୍କ ଦିଆସିଲି କାଠିରେ ନିର୍ମିତ କଳାକୃତି।
କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।