ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି।…
ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ…
ଶ୍ରୀନଗର,୧୮।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ହାଇ ଆର୍ଲଟ ଜାରି ହୋଇଛି। ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ ବାହାନାରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଥିବା ଭାରତୀୟ ଗୋଇନ୍ଦା…
ପଞ୍ଚକୁଲା,୧୮।୮: ହରିୟାଣାର ପଞ୍ଚକୁଲାଠାରେ ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏକ ଜନସଭାକୁ ଉଦ୍ବୋଧନ ଦେବା ଅବସରରେ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ…
ମୁମ୍ବାଇ,୧୮।୮: ମହାରାଷ୍ଟ୍ରର ସାତାରା ଜିଲାରେ ରହିଥିବା ଏକ ଗାଁରେ ପ୍ରତିଘରୁ କେହି ନା କେହି ଜଣେ ଭାରତୀୟ ସେନାରେ ଅଥବା ବିଏସ୍ଏଫ୍ରେ ଯୋଗଦେଇଛନ୍ତି। ଏହି ଗାଁ ହେଉଛି…
ଉଜ୍ଜୟିନୀ,୧୮।୮: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରରେ ଭକ୍ତଙ୍କର ସୁବିଧା ଓ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ କମଳନାଥ ସରକାର ପ୍ରାୟ ୩ଶହ କୋଟି ଟଙ୍କା ଖର୍ଚ୍ଚ…
ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ କେମିତି…
କୋଲକତା,୧୮।୮: ଭାରତରେ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳିତ ହୋଇଥିବା ବେଳେ ୩ ଦିନ ଡେରିରେ ରବିବାର ପଶ୍ଚିମବଙ୍ଗ ନଦିଆ ଜିଲାରେ ସ୍ବାଧୀନତା ଦିବସ ପାଳିତ ହୋଇଛି।…
ଅହମ୍ମଦାବାଦ୍,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଏବେ ସମାଜରେ ଏକ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହୋଇଛି। ସମ୍ପ୍ରତି ଏହି ଅଭିଯାନରୁ…
ନୂଆଦିଲ୍ଲୀ,୧୮।୮: ଅନୁଚ୍ଛେଦ ୩୭୦ ହଟାଇବାକୁ ନେଇ ଭାଜପା ନେତା ହଂସ ରାଜ ହଂସ ବଡ ବୟାନ ଦେଇଛନ୍ତି। ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନ୍ୟୁ)ର ଏକ କାର୍ଯ୍ୟକ୍ରମରେ ଯୋଗ…