ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାରେ ଐତିହାସିକ ନିଷ୍ପତ୍ତି ଶୁଣାଣି କରିଥିବା ଜଣେ ବିଚାରପତି ଅବ୍ଦୁଲ ନଜୀର ଏବଂ ତାଙ୍କ ପରିବାରକୁ ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ (ପିଏଫ୍ଆଇ) ପକ୍ଷରୁ…
ନୂଆଦିଲ୍ଲୀ,୧୭।୧୧: ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍ଡିଏ)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ମଧ୍ୟରେ ବିବାଦ ଭିତରେ…
ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ,…
ନୂଆଦିଲ୍ଲୀ,୧୭।୧୧: ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ରବିବାର ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ(ଏଆଇଏମ୍ପିଏଲ୍ବି)ରବିବାର ଏକ ବୈଠକର ଆୟୋଜନ…
ନୂଆଦିଲ୍ଲୀ,୧୭।୧୧: ସୋମବାର ସୁପ୍ରିମ୍କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ୬୩ ବୟସ୍କ ଶରଦ ଅରବିନ୍ଦ ବୋବଡେ ଦାୟିତ୍ୱ ଗ୍ରହଣ କରିବେ। ୨୦୨୧ ଏପ୍ରିଲ୍ ୨୩ରେ ସେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୧୭।୧୧: ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯଇଥିଲା। ହେଲେ ଏଥିରେ ଶିବସେନା ଯୋଗ…
ପ୍ରୟାଗରାଜ,୧୭।୧୧: ଉତ୍ତର ପ୍ରଦେଶର ଦରୟାଗଞ୍ଜ ଅଞ୍ଚଳରେ ଥିବା ନିରଞ୍ଜନି ଆଖଡାର ମହନ୍ତ ଆଶିଷ ଗିରି ରବିବାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଉଚ୍ଚ ରକ୍ତଚାପ ଓ ପାକସ୍ଥଳି…
ନୂଆଦିଲ୍ଲୀ,୧୭।୧୧: ଭାରତ ଆମେରିକା ସହିତ ୭.୫ ବିଲିୟନ୍ ଡଲାରର ସାମରିକ ଚୁକ୍ତି ହେବ। ଚୁକ୍ତି ଅନୁସାରେ ଆମେରିକା ଭାରତକୁ ସି ଗାର୍ଡିୟନ୍ ଆର୍ମଡ୍ ଡ୍ରୋନ୍ ଏବଂ ନାଭାଲ୍…
ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। ଏହା…
ନୂଆଦିଲ୍ଲୀ,୧୭।୧୧: ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଗୋତବାୟା ରାଜପାକ୍ସେ ବିଜୟ ଲାଗ କରିଛନ୍ତି। ତାଙ୍କର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆମେ ଦୁଇ…