ଜାତୀୟ

 ଭିଡ଼ ହିଂସା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୪୯ ଖ୍ୟାତି ସମ୍ପନ୍ନ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୭: ଦେଶରେ ଭିଡ଼ ହିଂସା ଥମିବାର ନାଁ ଧରୁନି। ଏହା ଦ୍ୱାରା ଜାତୀୟ ସଂହତି ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଏନେଇ ୪୯ ଜଣ ଖ୍ୟାତି ସମ୍ପନ୍ନ…

6 years ago

ମାନବ ଧର୍ମ ହିଁ ଶ୍ରେଷ୍ଠ ଧର୍ମ: ମୁସଲମାନ୍‌ ମହିଳା କରୁଛନ୍ତି ହନୁମାନଙ୍କ ପୂଜା

ମିରଟ୍‌,୨୪।୭: ଦେଶରେ ସାମ୍ପ୍ରଦାୟିକ ବିଭେଦ ଜାରି ରହିଥିବାବେଳେ ଉତ୍ତରପ୍ରଦେଶ ମିରଟ୍‌ରେ ବାସ କରୁଥିବା ଜଣେ ମୁସଲମାନ୍‌ ମହିଳା ସାମ୍ପ୍ରଦାୟିକ ସଦ୍‌ଭାବର ଉଦାହରଣ ପାଲଟିଛନ୍ତି। ୪୨ ବର୍ଷ ବୟସ୍କା…

6 years ago

ପାକିସ୍ତାନରେ ରହିବାକୁ ଅଜୀମ୍‌ ପ୍ରେମ୍‌ଜୀଙ୍କ ପିତା ଜିହ୍ନାଙ୍କୁ କରିଥିଲେ ମନା

ନୂଆଦିଲ୍ଲୀ,୨୪।୭: ଦେଶର ବିଶିଷ୍ଟ ଶିଳ୍ପପ୍ରତି ତଥା ଓ୍ବିପ୍ରୋର ପ୍ରତିଷ୍ଠାତା ଅଜୀମ୍‌ ପ୍ରେମ୍‌ଜୀ ବୁଧବାର ୭୪ ବର୍ଷରେ ପାଦ ଦେଇଛନ୍ତି। ୧୯୪୫ ଜୁଲାଇ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ…

6 years ago

ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାକିସ୍ତାନର ଲକ୍ଷ୍ୟ: ଛପା ହେଉଛି ନକଲି ୨ ହଜାର ଟଙ୍କା ନୋଟ୍‌

ନୂଆଦିଲ୍ଲୀ,୨୪।୭: ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାଇଁ ପାକିସ୍ତାନ ଯୋଜନା କରିଛି। ଏନେଇ ପାକିସ୍ତାନରେ ଛପା ହେଉଥିବା ନକଲି ୨ ହଜାର ଟଙ୍କିଆ ନୋଟ୍‌ ଭାରତକୁ ପଠାଉଛି।…

6 years ago

ରମଣ ସିଂ ଡାକ୍ତରଖାନାରେ ଭର୍ତ୍ତି

ରାୟପୁର, ୨୪।୭: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ରମଣ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ…

6 years ago

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ…

6 years ago

ଶୁକ୍ରବାର ଶପଥ ନେଇପାରନ୍ତି ୟେଦୁରପ୍ପା: ଆଜି ଶାହଙ୍କୁ ଭେଟିବେ

ବେଙ୍ଗାଲୁରୁ, ୨୪।୭: ଶେଷରେ କର୍ନାଟକରେ ଭାଜପା କ୍ଷମତା ଦଖଲ କରିବାକୁ ଯାଉଛିି। ୧୪ ମାସର ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରିବାକୁ ଅସମର୍ଥ ହେବାପରେ…

6 years ago

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର…

6 years ago

ଏନ୍‌ଆର୍‌ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦% ସାମ୍ପଲର…

6 years ago

ଦଳିତ ଯୁବକଙ୍କୁ ଚୋର ଭାବି ଜାଳିଦେଲେ

ଲକ୍ଷ୍ନୌ,୨୪ା୭(ପି.ଟି.): ଉତ୍ତରପ୍ରଦେଶର ବାରାବାଙ୍କି ଜିଲାରେ ଜଣେ ଦଳିତ ଯୁବକ ବୁଲା କୁକୁରଙ୍କ ପ୍ରାଦୁର୍ଭାବରୁ ବଞ୍ଚତ୍ବା ପାଇଁ ଏକ ଘରେ ପଶିଯାଇଥିବାବେଳେ ତାଙ୍କୁ ଚୋର ମନେକରି ଜାଳି ଦିଆଯାଇଥିଲା।…

6 years ago