ଜାତୀୟ

ରାଗିଛନ୍ତି କି ସଞ୍ଜୟ!

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ସୋମବାର କରାଯାଇଛି। ଏଠାରେ ମେଣ୍ଟ ସରକାର ହୋଇଥିବାରୁ ପ୍ରାୟ ସବୁ ଦଳର ସଦସ୍ୟଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି। ଏଥିରେ ଏନ୍‌ସିପି ନେତା…

7 years ago

ନିଜର ନାମ ପରିବର୍ତ୍ତନ କରନ୍ତୁ ପ୍ରିୟଙ୍କା: ନିରଞ୍ଜନ ଜ୍ୟୋତି

ନୂଆଦିଲ୍ଲୀ,୩୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଇଥିବା ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାଧୀ ନିରଞ୍ଜନ ଜ୍ୟୋତି କଡ଼ା ସମାଲୋଚନା…

7 years ago

ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ଭାରତୀୟ ସେନା ଯେ କୌଣସି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ପୂର୍ବତନ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି। ମଙ୍ଗଳବାର ସେନା ମୁଖ୍ୟଭାବେ ଅବସର ନେବା ପୂର୍ବରୁ…

7 years ago

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୩୧।୧୨: ଝାଡ଼ଖଣ୍ଡରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଛନ୍ତି। ଲାଟେହାର ଜିଲାର ମହୁଆ ମିଲାନ ରେଲଓ୍ବେ ଷ୍ଟେଶନ ନିକଟରେ ମାଓବାଦୀଙ୍କ ଗରିଲା ବାହିନୀ ୪ଟି…

7 years ago

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ: ୨୪ ଘଣ୍ଟାରେ ୬ ଲକ୍ଷରୁ ଅଧିକ ଟୁଇଟ୍‌

ନୂଆଦିଲ୍ଲୀ,୩୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଏକ ଟୁଇଟର ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ବିରୋଧ କରି…

7 years ago

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ ପ୍ଲାଷ୍ଟିକର…

7 years ago

୨୮ତମ ସେନା ମୁଖ୍ୟ ହେଲେ ନରାଓ୍ବଣେ: ନୂଆବର୍ଷରୁ ସିଡିଏସ୍‌ ଭାର ସମ୍ଭାଳିବେ ରାଓ୍ବତ

ନୂଆଦିଲ୍ଲୀ,୩୧।୧୨: ମଙ୍ଗଳବାର ୨୮ତମ ସେନା ମୁଖ୍ୟ ଭାବେ ଲ୍ୟୁଟନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନରାଓ୍ବଣେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ ଆସନ୍ତା…

7 years ago

ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା ଭଲ ହେବ କ୍ୟାନସର !

ଅହମ୍ମଦାବାଦ୍‌,୩୧।୧୨: ଗୋମୁତ୍ରରୁ ପ୍ରସ୍ତୁତ କ୍ୟାପସୁଲ୍‌ ଦ୍ୱାରା କ୍ୟାନସର ଭଲ ହେବ ବୋଲି ଗୁଜରାଟର ସର୍ଦ୍ଦାର ବଲ୍ଲଭଭାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ…

7 years ago

ମସଜିଦ୍‌ ନିର୍ମାଣ ପାଇଁ ୫ ସ୍ଥାନ ଚୟନ କଲେ ଯୋଗୀ ସରକାର

ଅଯୋଧ୍ୟା,୩୧।୧୨: ରାମ ମନ୍ଦିର ମାମଲାର ଚୂଡ଼ାନ୍ତ ରାୟରେ ମସଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ…

7 years ago

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନ ନମ୍ବର ୬୦୨ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ମଧ୍ୟ ସରିଛି। ଏବେ ବିଭାଗ ବଣ୍ଟନ ସହ ମନ୍ତ୍ରୀମାନଙ୍କୁ…

7 years ago