ଜାତୀୟ

କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ପ୍ରଧାନ ବିଚାରପତି, କଡ଼ା ଭାଷାରେ ଶୁଣାଇଲେ

ନୂଆଦିଲ୍ଲୀ,୪।୧୧: ଟ୍ରିବ୍ୟୁନାଲ୍ ରିଫର୍ମସ (ଯୁକ୍ତିଯୁକ୍ତକରଣ ଏବଂ ସେବା ସର୍ତ୍ତାବଳୀ) ଅଧିନିୟମ, ୨୦୨୧ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ଏକ ବଡ଼ ଖଣ୍ଡପୀଠ (five-judge bench)କୁ ପଠାଇବା ପାଇଁ…

12 months ago

ଆଧାର ଆଡ୍ରେସ୍ ଅପଡେଟ୍ ହେଲା ସହଜ, ଏସବୁ ପରିବର୍ତ୍ତନ ପାଇଁ ଲାଗୁ ହେବ ଫି

ନୂଆଦିଲ୍ଲୀ,୪।୧୧: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଆଧାର କାର୍ଡଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି। ଏଣିକି ଅନଲାଇନ୍ ପୋର୍ଟାଲ୍‌ରେ ଠିକଣା ପରିବର୍ତ୍ତନ ପ୍ରକ୍ରିୟାକୁ…

12 months ago

ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ହିନ୍ଦୁଜାଙ୍କ ପରଲୋକ

ନୂଆଦିଲ୍ଲୀ,୪।୧୧: ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପ ( Hinduja Group)ର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜା …

12 months ago

ଛାତ୍ରୀଙ୍କଠାରୁ ପାଦ ମାଲିସ୍ ନେଉଥିଲେ ଶିକ୍ଷୟିତ୍ରୀ, ପାନେ ଦେଲେ ସରକାର

ଅନ୍ଧ୍ରପ୍ରଦେଶ,୪।୧୧: ଅନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାର ଏକ ଆଶ୍ରମ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟ ସମୟରେ ଛାତ୍ରୀମାନଙ୍କ ଠାରୁ ପାଦ ମାଲିସ୍ ନେଉଥିବାର ଏକ ଭିଡିଓ ଭାଇରାଲ୍ ହେବା…

12 months ago

‘ଦେଶର ୧୦% ଲୋକଙ୍କ ନିୟନ୍ତ୍ରଣରେ ସେନା’, ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ/ଔରଙ୍ଗାବାଦ,୪/୧୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଙ୍ଗଳବାର ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆସିଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଔରଙ୍ଗାବାଦରେ ଏକ ପ୍ରଚାର କାର୍ଯ୍ୟକ୍ରମରେ…

12 months ago

ବଡ ଖବର: ଯାତ୍ରୀବାହୀ ଟ୍ରେନ୍ ଓ ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା: ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ବିଲାସପୁର,୪।୧୧: ଛତିଶଗଡ଼ର ବିଲାସପୁର ଜିଲାର ଲାଲ ଖଦାନ ଅଞ୍ଚଳ ନିକଟ ବିଲାସପୁର-କଟନୀ ରେଳପଥରେ ମଙ୍ଗଳବାର କୋରବା ଯାତ୍ରୀବାହୀ ଟ୍ରେନ୍ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ…

12 months ago

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅକାଉଣ୍ଟକୁ ସରକାର ପଠାଇବେ ୧୫ହଜାର ଟଙ୍କା, ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ,୪।୧୧: ଦେଶର ଯୁବପିଢ଼ିଙ୍କ ଅପେକ୍ଷାର ଅନ୍ତ ଘଟିଛି। କେନ୍ଦ୍ର ସରକାର ଏହାର ପ୍ରମୁଖ ନିଯୁକ୍ତି ପ୍ରୋତ୍ସାହନ ଅଭିଯାନର ଅଂଶ ସ୍ୱରୂପ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି।…

12 months ago

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଗୁଳିକଲେ ଯୁବକ, ସିସିଟିଭି ଫୁଟେଜ୍‌ ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୪।୧୧: ହରିୟାଣାର ଫରିଦାବାଦରେ ପୋଲିସ ଜଣେ ୧୭ ବର୍ଷୀୟା ଝିଅକୁ ସ୍ପଷ୍ଟ ଦିବାଲୋକରେ ଗୁଳି କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଖୋଜୁଛି। ପୋଲିସ କହିଛି ଯେ…

12 months ago

ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା: ୧୪ଲକ୍ଷ ପୁରସ୍କାର ଥିବା ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଭୋପାଳ,୪।୧୧: ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍‌କା। ମଧ୍ୟପ୍ରଦେଶ ବାଲାଘାଟ ଜିଲା ଲାଞ୍ଜି ପୋଲିସ ଷ୍ଟେଶନ କ୍ୟାମ୍ପରେ ମଙ୍ଗଳବାର ଜଣେ ହାଡ଼କୋର ମହିଳା ମାଓବାଦୀ ଇନ୍‌ସାସ ରାଇଫଲ ସହ…

12 months ago

ବଂଶବାଦ ରାଜନୀତିକୁ ନେଇ ହଙ୍ଗାମା କଲାଣି ଥରୁରଙ୍କ ବୟାନ

ନୂଆଦିଲ୍ଲୀ,୪।୧୧: କଂଗ୍ରେସ ଏମପି ଶଶି ଥରୁରଙ୍କ ବଂଶବାଦ ରାଜନୀତି ଉପରେ ମନ୍ତବ୍ୟ ହଇଚଇ ସୃଷ୍ଟି କରିଛି। କଂଗ୍ରେସ ଦଳ ପ୍ରତିରକ୍ଷାମୂଳକ ସ୍ଥିତିରେ ଥିବା ବେଳେ, ଭାଜପା ଏକ…

12 months ago