ଜାତୀୟ

ଇସ୍ରାଏଲ-ହମାସ ସଂଘର୍ଷ ଉପରେ ଆଲୋଚନା ମଧ୍ୟରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା ଉଚିତ୍‌ ଜବାବ

ନୂଆଦିଲ୍ଲୀ,୨୫।୧୦: ଅନ୍ତର୍ଜାତୀୟ ମଞ୍ଚ ଉପରେ ଆଲୋଚନା ମଧ୍ୟରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ବାରମ୍ବାର ଉଲ୍ଲେଖ କରିଚାଲିଛି। ମିଳିତ ଜାତିସଂଘ ସାଧାରଣ ସଭା ସମେତ ଅଧିକାଂଶ ମଞ୍ଚରେ ସେ…

7 months ago

ଘରର ଅଳିଆ ବିକ୍ରି କରି କୋଇଲା ମନ୍ତ୍ରଣାଳୟ ପାଇଲା ଏତେ କୋଟି ଟଙ୍କା, ଖବର ଶୁଣି ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୫।୧୦: ଆଲୋକର ପର୍ବ ଦୀପାବଳୀକୁ ଆଉ କେଇଟା ଦିନ ବାକି ଅଛି। ଏଥିପାଇଁ ଆପଣ ଘର ସଫାସଫି କାମ ଆରମ୍ଭ କରିସାରିଥିବେ। ଏହି କ୍ରମରେ ଭାରତ ସରକାରଙ୍କ…

7 months ago

୫ ରାଜ୍ୟରେ କଂଗ୍ରେସ ସରକାର ଗଢିବ: ଖାର୍ଗେଙ୍କ ଦାବି

ନୂଆଦିଲ୍ଲୀ,୨୫।୧୦: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ…

7 months ago

ନିଆଁରେ ନୁହେଁ ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ…

କୋଟା,୨୫।୧୦: ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ଉପରେ ଆଲୋକର ବିଜୟ। ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆମେ…

7 months ago

ଆଜି କଂଗ୍ରେସର ସିଇସି ବୈଠକ, ତେଲଙ୍ଗାନା ବିଧାନସଭାରେ ୬୦ ଆସନ ପାଇଁ ହେବ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୫।୧୦: ନଭେମ୍ବର୨୦୨୩ରେ ତେଲଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ ଦଳର କେନ୍ଦ୍ରୀୟ କମିଟିର…

7 months ago

ଆଉ କିଛି ବର୍ଷ ମଧ୍ୟରେ ଜ୍ୱଳନ୍ତ ଚୁଲିରେ ପରିଣତ ହେବ ଭାରତ, ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା…

ନୂଆଦିଲ୍ଲୀ,୨୫।୧୦: ଟେକ୍ନୋଲୋଜି ସାହାଯ୍ୟରେ ଦ୍ରୁତ ଗତିରେ ବିକାଶଶୀଳ ବିଶ୍ୱ ସହିତ କାର୍ବନ ନିର୍ଗମନ ବୃଦ୍ଧି ହେତୁ ବିଶ୍ୱ ତାପମାତ୍ରା ପୃଥିବୀର ପରିବେଶ ପାଇଁ ସବୁଠାରୁ ବଡ ବିପଦ…

7 months ago

ଏହି ରାଜ୍ୟର ଲୋକଙ୍କ ପାଖରେ ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର…

ଡେରାଡୁନ,୨୪।୧୦ : ଭାରତ ସହିତ ନେପାଳର ନାଗରିକତ୍ୱ ପ୍ରମାଣ ପତ୍ର ଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ଅନ୍ତର୍ଜାତୀୟ ସୀମାରେ ରହୁଥିବା ଉତ୍ତରାଖଣ୍ଡର ପିଥୋରାଗଡ…

7 months ago

ଶିକ୍ଷକଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପାଟନା,୨୪।୧୦ : ଶିକ୍ଷକମାନଙ୍କୁ ଉଚ୍ଚ ପଦବୀର ଦାୟିତ୍ୱ ଦେବା ସହିତ ସେମାନଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିୟମିତ ବେତନ ସ୍କେଲରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କର ବରିଷ୍ଠତା…

7 months ago

ଭୋଟ ମାଗିଲେ ମିଳିବ ଗୁଳି, ଭାଜପା ନେତାଙ୍କ ହତ୍ୟା ପରେ ମାଓବାଦୀଙ୍କ ଚେତାବନୀ…

ରାୟପୁର,୨୪।୧୦ : ଭାଜପା ନେତା ବିରଜୁ ତାରମଙ୍କ ହତ୍ୟା ମାମଲାରେ ମାଓବାଦୀମାନେ ଛତିଶଗଡର ମୋହଲା ମନପୁର ଅମ୍ବାଗଡ ଚୌକି ଜିଲା ଅନ୍ତର୍ଗତ ସୀତାଗାଓଁ-ଔନ୍ଧି ରାସ୍ତାରେ ମାଓବାଦୀ ଚେତାବନୀ…

7 months ago

ଭୋ ଭୋ କାନ୍ଦିଲେ ଭାଜପା ବିଧାୟକ, କହିଲେ ମୋ ଟିକେଟ କାହିଁକି କଟିଲା…

ଭୋପାଳ,୨୪।୧୦ : ଟିକେଟ ବଣ୍ଟନ ପରେ ମଧ୍ୟପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଛତ୍ରପୁର ଜିଲାର ଚାନ୍ଦ ଆସନରୁ ବିଧାୟକ ରାଜେଶ…

7 months ago