ଜାତୀୟ

ଦେଶର ପ୍ରଥମ ଘଟଣା,ମା’ଙ୍କ ମୃତଦେହକୁ କାନ୍ଧ ଦେଇଥିବା ୫ ପୁଅଙ୍କ ଜୀବନଗଲା

ରାଞ୍ଚି,୨୧।୭: କରୋନା ଯୋଗୁ ଝାଡଖଣ୍ଡର ଏକ ପରିବାର ଛାରଖାର ହୋଇଯାଇଛି। କରୋନା ସଂକ୍ରମଣ ହୋଇ ପରିବାରର ଜଣେ ପରେ ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମା’ଙ୍କ ମୃତଦେହକୁ…

5 years ago

କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ

ନୂଆଦିଲ୍ଲୀ, ୨୧।୭: ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌, ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) ଏବଂ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ କୋଭିଡ୍‌-୧୯…

5 years ago

ଲାଲଜୀ ଟଣ୍ଡନଙ୍କ ପରଲୋକ

ଭୋପାଳ, ୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କର ମଙ୍ଗଳବାର ଭୋର୍‌ ୫ଟା ୩୫ରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲେ। ସେ ଜୁନ ୧୨…

5 years ago

ପଶ୍ଚିମବଙ୍ଗରେ ପ୍ରତି ସପ୍ତାହରେ ୨ଦିନ ହେବ ପୂର୍ଣ୍ଣ ଲକ୍‌ଡାଉନ

କୋଲକାତା,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପଶ୍ଚିମବଙ୍ଗରେ ମହାମାରୀ କରୋନା ଭୟାବହ ରୂପ ନେବାରେ ଲାଗିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ…

5 years ago

ଉତ୍ତରପ୍ରଦେଶରେ କରୋନା ରୋଗୀଙ୍କୁ ମିଳିବ ହୋମ ଆଇସୋଲେଶନ ସୁବିଧା: ମାନିବାକୁ ପଡ଼ିବ ଏହି ସବୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଧିଷ୍ଟ ପ୍ରୋଟୋକଲର…

5 years ago

କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ

ମୁମ୍ବାଇ,୨୦।୭: କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ…

5 years ago

ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ

ନୂଆଦିଲ୍ଲୀ,୨୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ଗେହଲଟ କହିଛନ୍ତି ପାଇଟଲ କଂଗ୍ରେସ ପିଠିରେ ଛୁରି ମାରିବା…

5 years ago

ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ…

5 years ago

ଅଗଷ୍ଟ ୩୧ରୁ ଖୋଲିବ ସ୍କୁଲ: ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୨୦।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ମିଛ ଖବର ଦ୍ରୁତବେଗରେ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଉଛି ଯେ, ଅଗଷ୍ଟ ୩୧ଠାରୁ ଦେଶରେ ସ୍କୁଲ କଲେଜ…

5 years ago

ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା

ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍‌ରେ ଥିବା…

5 years ago