ଜାତୀୟ

କପଡା ସଫା କରୁଛନ୍ତି ମୁଖ୍ୟମନ୍ତ୍ରୀ, ହସ୍ପିଟାଲରୁ କଲେ କ୍ୟାବିନେଟ ବୈଠକ

ଭୋପାଳ,୨୮।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କରୋନା ସଂକ୍ରମିତ ହୋଇ ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଏକ କ୍ୟାବିନେଟ ବୈଠକ କରିଥିଲେ।…

5 years ago

ସାଢ଼େ ୨୨ କିଲୋ ଓଜନ ରୁପା ଇଟାରେ ରାମମନ୍ଦିରର ମୂଳଦୁଆ ହେବ ସ୍ଥାପନ…

ଅଯୋଧ୍ୟା, ୨୮।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଭୂମି ପୂଜନ କରିବେ। ଏହି ସମୟରେ ୨୨ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ରୁପା ଇଟାରେ…

5 years ago

ଅଗଷ୍ଟରେ ଆସିବ କରୋନାର ନୂଆ ଔଷଧ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୨୮।୭: ଭାରତ ସମେତ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଏହାର ଟିକା ଆସିନାହିଁ। କେବଳ କିଛି ଔଷଧ ଦ୍ୱାରା…

5 years ago

ରାମମନ୍ଦିର ଭୂମି ପୂଜନ: ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୦୦ ଜଣ ଅତିଥି ଯୋଗଦେବେ…

5 years ago

ଦେଶର ସବୁଠାରୁ ଏହି ପୁରାତନ ମହିଳା ଦେଉଛନ୍ତି ଟ୍ୟାକ୍ସ

ଭୋପାଳ,୨୮।୭: ନିକଟରେ ଆୟକର ବିଭାଗର ସ୍ଥାପନା ଦିବସ ପାଳନ ହୋଇଯାଇଛି। ଚଳିତ ଥର ଆୟକର ବିଭାଗର ଏକ କମିଟି ସର୍ବ ପୁରାତନ ଟିକସଦାତାଙ୍କୁ ସମ୍ମାନିତ କରିବାକୁ ଏକ…

5 years ago

ଚା’ ଆମନ୍ତ୍ରଣ ବଦଳରେ ଭୋଜନ ପାଇଁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ ପଠାଇଲେ ଏମ୍‌ପି

ନୂଆଦିଲ୍ଲୀ,୨୮।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚା’ ନିମନ୍ତ୍ରଣରେ ରାଜ୍ୟସଭା ସଦସ୍ୟ ଅନୀଲ ବଲୁନି ପୂରା ଭଦ୍ରତାର ସହ କିଛି ସମୟ ପାଇଁ ଏହାକୁ ଏଡ଼ାଇ…

5 years ago

ପୋଲିସ ଷ୍ଟେଶନରେ ଖେଳୁଛନ୍ତି ମାଛ-ସାପ

ପାଟନା, ୨୮।୭: ଲଗାତାର ବର୍ଷା ଯୋଗୁ ବିହାରରେ ବନ୍ୟା ଦେଖାଦେଇଛି। ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ରହିଛି। ଏପରିସ୍ଥଳେ ଦରଭଙ୍ଗାର କୁଶେଶ୍ୱରସ୍ଥାନ ପୋଲିସ ଷ୍ଟେଶନରେ ବନ୍ୟା ଜଳ…

5 years ago

ମାସ୍କ୍‌ ପିନ୍ଧି ନ ଥିବା ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ…

କାନପୁର, ୨୮।୭: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶରେ ମାସ୍କ୍‌ ନ…

5 years ago

ଚଳିତ ବର୍ଷ ରାମଲଲାଙ୍କୁ ରାକ୍ଷୀ ବାନ୍ଧିବେ ମୁସଲମାନ ମହିଳା

ଅଯୋଧ୍ୟା,୨୮।୭: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଥିବା ମୁସଲମାନ ମହିଳାମାନେ ଏଥର ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀକୁ ରାମ ଜନ୍ମଭୂମି ତୀର୍ଥ…

5 years ago

କରୋନା ମହାମାରୀ ସମୟରେ ଅବସର ନେଉଥିବା କର୍ମଚାରୀଙ୍କୁ ମିଳିବ ଅସ୍ଥାୟୀ ପେନ୍‌ସନ୍‌

ନୂଆଦିଲ୍ଲୀ,୨୮।୭: କରୋନା ମହାମାରୀକୁ ନେଇ ସାରା ବିଶ୍ୱର ସାଧାରଣ ଜୀବନଯାତ୍ରା ବିଗିଡି ଯାଇଥିବା ବେଳେ ଅର୍ଥବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ତେବେ ଦେଶର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏବେ…

5 years ago