ଜାତୀୟ

‘କୃଷି ଆଇନ ଚାଷୀଙ୍କୁ ବରବାଦ କରିଦେବ’

ଥିରୁଭାନନ୍ତପୁରମ୍‌, ୨୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ତାଙ୍କ ନିର୍ବାଚନମଣ୍ଡଳୀ କେରଳର ଓ୍ବାୟନାଡ୍‌ରେ ଟ୍ରାକ୍ଟର ରାଲି କହିଛନ୍ତି। ଏଥିରେ ଶହେରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ସହ ଚାଷୀ,…

5 years ago

ଭାରତ ଜଳସୀମାରେ ରୋହିଙ୍ଗ୍ୟା

ନୂଆଦିଲ୍ଲୀ, ୨୩ା୨: ପ୍ରାୟ ୯୦ ରୋହିଙ୍ଗ୍ୟା ଏବଂ ୩ ବାଲାଂଦେଶ କ୍ରିଉ ସଦସ୍ୟଙ୍କ ସହ ଏକ ବୋଟ୍‌ ସୋମବାର ଭାରତର ଜଳସୀମା ଆଣ୍ଡାମାନ ନିକଟରେ ପହଞ୍ଚିଛି। ଜାତିସଂଘ…

5 years ago

ଓ୍ବାରାଓ୍ବାରା ରାଓଙ୍କୁ ଜାମିନ

ମୁମ୍ବାଇ, ୨୩ା୨: ଭୀମା କୋରେଗାଁଓ ମାମଲାରେ ଅଭିଯୁକ୍ତ ଓ୍ବାରାଓ୍ବାରା ରାଓଙ୍କୁ ବମ୍ବେ ହାଇକୋର୍ଟ ସୋମବାର ୬ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତେଲୁଗୁ କବି…

5 years ago

ଗ୍ରାହକଙ୍କ ପାଇଁ ଚାଟ ବିକାଳିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ

ବାଗପାଟ, ୨୨।୨- ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ମଧ୍ୟରେ ଟଣାଓଟରା କିମ୍ବା ଯୁକ୍ତିତର୍କ ଦେଖିଯିବା କିଛି ନୂଆ ଘଟଣା ନୁହେଁ। କିନ୍ତୁ ଉତ୍ତର ପ୍ରଦେଶର ବାଗପାଟ ଜିଲାରୁ ଅତିଥି…

5 years ago

କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ୪୫୦ କୋଟି

ଭୋପାଳ, ୨୨।୨- ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ନୀଲୟ ଡାଗାଙ୍କ ପରିବାର ମାଲିକାନରେ ଥିବା କମ୍ପାନୀ ଉପରେ ଆୟକର ଚଢ଼ାଉରୁ ୪୫୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି…

5 years ago

ଯୁବତୀଙ୍କୁ ଅପହରଣ ପରେ ଗଣବଳାତ୍କାର: ବହିଷ୍କୃତ ହେଲେ ଭାଜପା କର୍ମକର୍ତ୍ତା

ଭୋପାଳ, ୨୨ା୨- ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶର ଶାହଦୋଲ ଜିଲାର ଜଣେ…

5 years ago

ବିମାନବନ୍ଦରରେ ଆର୍‌ଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୨୨ା୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ସମେତ ସମସ୍ତ ୟୁରୋପୀୟ ଦେଶଗୁଡ଼ିକରୁ ଭାରତ ଆସୁଥିବା ଯାତ୍ରୀ କ୍ୱାରାଣ୍ଟାଇନରେ ରହିବା ପୂର୍ବରୁ…

5 years ago

ପୁଣି ବାବା ରାମଦେବଙ୍କୁ ଲାଗିଲା ଝଟ୍‌କା: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ ମାଗିଲା ଆଇଏମଏ

ନୂଆଦିଲ୍ଲୀ,୨୨।୨: କରୋନା ଭାଇରସ ସହିତ ଲଢିବା ପାଇଁ ପତଞ୍ଜଳିଙ୍କ କରୋନିଲକୁ ସମର୍ଥନ କରିଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ନିନ୍ଦା କରିଛି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ)। ସୋମବାର…

5 years ago

ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ଲାଲକିଲ୍ଲାରେ ଚଳିତବର୍ଷ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି…

5 years ago

ହୋଟେଲ ରୁମରୁ ମିଳିଲା ସ୍ବାଧୀନ ଏମ୍‌ପିଙ୍କ ମୃତଦେହ

ମୁମ୍ବାଇ, ୨୨ା୨- ଦାଦର ଓ ନଗର ହାଭେଳିର ୭ ଥର ଏମ୍‌ପି ମୋହନ ଡେଲକରଙ୍କ ମୃତଦେହ ସୋମବାର ମୁମ୍ବାଇର ଏକ ହୋଟେଲ ରୁମରୁ ଉଦ୍ଧାର କରାଯାଇଛି। ସେ…

5 years ago