ଜାତୀୟ

୩୧ ବର୍ଷରେ ପଦାର୍ପଣ କଲେ ତେଜସ୍ବୀ, ଗୋଟିଏ ଦିନ ପରେ ମିଳିପାରେ ବଡ ଉପହାର

ପାଟନା,୯।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ…

5 years ago

୪ ଯବାନ ଶହୀଦ

ଶ୍ରୀନଗର,୮।୧୧:ଉତ୍ତର କାଶ୍ମୀରର କୁପୱାଡା ଜିଲାସ୍ଥିତ କେରନ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବାବେଳେ ୩ ଆତଙ୍କବାଦୀ ଟଳିପଡିଥିବା…

5 years ago

ଥରିଲା ଜମ୍ମୁକଶ୍ମୀର

ଶ୍ରୀନଗର,୮।୧୧: ଜମ୍ମୁକଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟା ୬.୫୬ରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଅନୁଯାୟୀ,…

5 years ago

କମ୍ପ୍ୟୁଟର ବାବାଙ୍କ ଆଶ୍ରମରୁ ମିଳିଲା ବନ୍ଧୁକ, ଖଣ୍ଡା

ଇନ୍ଦୋର,୮।୧୧:ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର ବଚାଓ’ ଯାତ୍ରା ଆରମ୍ଭ କରିଥିବା କମ୍ପ୍ୟୁଟର ବାବା ଓରଫ୍‌ ନାମଦେବ ଦାସ ତ୍ୟାଗୀଙ୍କ…

5 years ago

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ…

5 years ago

ଏପରି କହି ଟ୍ରମ୍ପଙ୍କ ମଜା ଉଡାଇଲେ ଭାରତର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ, ୮।୧୧-ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଭାରତର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ…

5 years ago

ଜନସାଧାରଣ ପାଳିବେ ବିଜୟ ଉତ୍ସବ: ତେଜସ୍ବୀ

ପାଟନା,୮।୧୧:: ଭାଜପା ଓ ଜେଡିୟୁ ସରକାରଙ୍କୁ ଗାଦିଚ୍ୟୁତ କରି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ୱରେ ଗଠିତ ମହାଗଠବନ୍ଧନ ବିହାରରେ ସରକାର ଗଠନ କରିବ ବୋଲି ଏକଜିଟ…

5 years ago

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ରାଞ୍ଚି,୮।୧୧: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଯାଇଛି। ତାଙ୍କୁ ସୁଗାର ସ୍ତର ବଢିଯାଇଛି। ଏଥି ସହିତ, ସେରମ କ୍ରିଏଟିନିନ୍‌…

5 years ago

୬ ମାସ ମଧ୍ୟରେ ୧୨୦ ମହିଳାଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଉଥିଲେ ଏହି ବ୍ୟକ୍ତି, ଆଉ ତା’ପରେ

ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ…

5 years ago

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର ୪୬ତମ…

5 years ago