ଜାତୀୟ

ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ କରୋନା: ଟୁଇଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,୧୬।୧୧-ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ସୋମବାର ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ…

5 years ago

କେଦାରନାଥରେ ଫସି ରହିଛନ୍ତି ୨ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୧-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କେଦାରନାଥରେ ଫସି ଯାଇଛନ୍ତି। ପ୍ରବଳ ବରଫପାତ ଓ ଖରାପ ପାଗ ଯୋଗୁ ଉଭୟେ ସେଠାରେ…

5 years ago

କଲଭର୍ଟରେ ଧକ୍କା ହୋଇ ଓଲଟିପଡିଲା ବୋଲେରୋ: ୬ ମୃତ, ୪ ଆହତ

ସିଦ୍ଧାର୍ଥନଗର,୧୬।୧୧-ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ସଦର ପୋଲିସ ଷ୍ଟେଶନ ନିକଟରେ ସୋମବାର ଏକ ବୋଲେରୋ କଲଭର୍ଟରେ ଧକ୍କା ହୋଇ ଭାରସାମ୍ୟ ହରାଇ ଓଲଟିପଡିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

5 years ago

ଆଜିଠାରୁ ଖୋଲିଲା ଶିରିଡି ସାଇ ମନ୍ଦିର

ମୁମ୍ବାଇ,୧୬।୧୧-ମହାମାରୀ କରୋନା ଯୋଗୁ ଦେଶରେ ଥିବା ସମସ୍ତ ଧର୍ମାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ତେବେ ଆଜିଠୁ ମହାରାଷ୍ଟ୍ରରେ ସବୁ ଧର୍ମାନୁଷ୍ଠାନଗୁଡିକ ଖୋଲିବା ସହ ପ୍ରସିଦ୍ଧ ସିରିଡି ସାଇ ବାବାଙ୍କ…

5 years ago

ସପ୍ତମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ

ପାଟନା,୧୬ ।୧୧: ବିହାର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଜନତା ଦଳ ୟୁନାଇଟେଡ(ଜେଡିୟୁ) ନେତା ନୀତୀଶ କୁମାର । ସୋମବାର ଅପରାହ୍ନରେ ରାଜଭବନ…

5 years ago

ବିହାର ନିର୍ବାଚନ ପରେ ବାହାରିଛି ୧୬୦ ଟନ୍ ବାୟୋମଡିକାଲ ବର୍ଜ୍ୟବସ୍ତୁ, ୧୮ ଲକ୍ଷ ମାସ୍କ, ୭.୨୧ କୋଟି ଗ୍ଲୋଭସ୍‌ !

ପାଟନା,୧୬ ।୧୧: ବିହାର ବିଧାନସଭା ନିର୍ବାଚନ ସରିବା ପରେ ପାଖାପାଖି ୧୬୦ ଟନ୍ ବାୟୋମେଡିକାଲ ବର୍ଜ୍ୟବସ୍ତୁ ବାହାରିଥିବା ଜଣାପଡିଛି । କରୋନା ଭାଇରସ ଠାରୁ ଦୂରେଇ ରହିବାକୁ…

5 years ago

ଭାଜପା ହାତକୁ ଯିବ ବିହାର ବାଚସ୍ପତି ଆସନ!

ପାଟନା,୧୬ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ନନ୍ଦକିଶୋର ଯାଦବଙ୍କୁ ବିହାର ବିଧାନସଭାର ବାଚସ୍ପତି ପଦ ମିଳିପାରେ ବୋଲି ଆଲୋଚନା ହେଉଛି । ବିହାର ଭାଜପାର…

5 years ago

ଗଣମାଧ୍ୟମ କଣ୍ଠରୋଧକାରୀଙ୍କୁ ମୋଦି ସରକାରଙ୍କ କଡ଼ା ବିରୋଧ: ଶାହା

ନୂଆଦିଲ୍ଲୀ,୧୬।୧୧: ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଏହାର ସ୍ବତନ୍ତ୍ରତାରେ ବାଧା ଦେଉଥିବା ତଥା କଣ୍ଠରୋଧକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ବିରୋଧ କରୁଛନ୍ତି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ…

5 years ago

ପୃଥିବୀକୁ ସର୍ବଦା ଶାନ୍ତି-ଅହିଂସା-ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିଛି ଭାରତ: ମୋଦି

ନୂଆଦିଲ୍ଲୀ,୧୬।୧୧: ଭାରତ ସବୁବେଳେ ବିଶ୍ୱ ଭାତୃତ୍ୱରେ ବିଶ୍ୱାସ କରେ। ପୃଥିବୀକୁ ଶାନ୍ତି,ଅହିଂସା ଓ ବନ୍ଧୁତ୍ୱର ମାର୍ଗ ପ୍ରଦର୍ଶିତ କରିବାରେ ଭାରତ ଆଗୁଆ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

5 years ago

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦…

5 years ago