ଜାତୀୟ

କୋଲକାତାରେ ମିଳୁଛି ବିଶ୍ୱର ସବୁଠୁ ଦାମୀ ଚା’ : ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଭିନ୍ନ କାରଣକୁ ନେଇ କୋଲକତା ଏବେ ଚର୍ଚ୍ଚାରେ ରହିଛି। ରାଜନୈତିକ ଉତ୍‌ଥାନପତନ ମଧ୍ୟରେ ଅନ୍ୟ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ଏହି ସହର। ଏଠାରେ…

5 years ago

ହସ୍ପିଟାଲରେ ଭୀଷଣ ନିଆଁ: ୬୦ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର

ନୂଆଦିଲ୍ଲୀ,୩୧।୩: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ବୁଧବାର ସକାଳେ ଭୀଷଣ ନିଆଁ ଲାଗିଛି। ଆଇସିୟୁ ୱାର୍ଡରେ ପ୍ରବଳ ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇ…

5 years ago

ପୁଣି ଛାନିଆ କଲାଣି କରୋନା: ଦିନକରେ ୫୩ ହଜାରରୁ ଅଧିକ ସଂକ୍ରମିତ,୩୫୪ ମୃତ

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା ଆସୁଛି।…

5 years ago

ଜାତୀୟ ସଂଗୀତ ଗାନ ବେଳେ ଛିଡ଼ା ହେଲେ ମମତା

ନନ୍ଦିଗ୍ରାମ (ପଶ୍ଚିମବଙ୍ଗ), ୩୦।୩ : ହାଇ ଡ୍ରାମା ସହ ମଙ୍ଗଳବାର ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଶେଷ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୋଡ଼ଜନିତ ଆଘାତ…

5 years ago

ଘରକୁ ଘର ବୁଲି ଭାକ୍ସିନ ଦେବାର ସମୟ ଆସିନାହିଁ

ନୂଆଦିଲ୍ଲୀ, ୩୦।୩ : ଘରକୁ ଘର ବୁଲି ଏବେ କୋଭିଡ୍‌-୧୯ ଭାକ୍ସିନ ଦିଆଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନାର ଦ୍ୱିତୀୟ…

5 years ago

ଡିଏମ୍‌କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି 

ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଅଭିଯୋଗ…

5 years ago

ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପିଟି ଜୀବନ ହରାଇଲେ ଜଣାଶୁଣା ସିଙ୍ଗର

ନୂଆଦିଲ୍ଲୀ, ୩୦।୩ : ପଞ୍ଜାବୀ ସିଙ୍ଗର ଦିଲଜାନ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବ ସିଙ୍ଗର ଦିଲଜାନଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପଞ୍ଜାବର…

5 years ago

ମେଡିକାଲରେ ଦୁଇ କରୋନା ଆକ୍ରାନ୍ତଙ୍କୁ ଆଲଟ୍‌ ହେଉଛି ଗୋଟିଏ ବେଡ୍‌

ନାଗପୁର, ୩୦।୩ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାବେଳେ ନାଗପୁରରୁ ଆସିଛି ସଭିଙ୍କୁ ଚମକାଇ ଦେଲା ଭଳି ଚିତ୍ର। ନାଗପୁର ସରକାରୀ…

5 years ago

ଟିଏମ୍‌ସିର ଅଭିଯୋଗ: ବାଂଲାଦେଶରେ ଗସ୍ତରେ ନିର୍ବାଚନୀ ଆଚାରସଂହିତା ଉଲ୍ଲଂଘନ କରିଛନ୍ତି ମୋଦି

ନୂଆଦିଲ୍ଲୀ,୩୦।୩: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ନିର୍ବାଚନୀ ଆଚାରସଂହିତା ଉଲ୍ଲଂଘନ କରିଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ଦଳର…

5 years ago

ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୩୦।୩: ଦିଲ୍ଲୀର ସୁଭାଷ ନଗର ସ୍ଥିତ ଏକ ପାର୍କର ଗ୍ରୀଲ୍‌ରୁ ଝୁଲନ୍ତା ଅବସ୍ଥାରେ ଜଣେ ଭାଜପା ନେତାଙ୍କ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଦିଲ୍ଲୀ…

5 years ago