ପାଟଣା,୧୫।୧୧: ମଦ ବ୍ୟାନ ହେବା ପରଠାରୁ ବିହାରରେ ଅପରାଧ ହାର କମିଛି। ଏଥିଯୋଗୁ ମୁଁ ଏବେ ବି ମଦ ବିରୋଧରେ ଅଛି ବୋଲି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି। ଗତମାସ…
ବାରଣାସୀ,୧୫।୧୧: ୧୦୮ ବର୍ଷ ପରେ କାନାଡାରୁ ଫେରିଥିବା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ବାରଣାସୀର କାଶି ବିଶ୍ୱନାଥ ମନ୍ଦିରରେ ସୋମବାର ପ୍ରତିଷ୍ଠା କରାଯାଇଛି। ଏଥିଲାଗି ଆୟୋଜିତ ଉତ୍ସବରେ ଯୋଗ…
ଅହମଦାବାଦ,୧୫।୧୧: ଗୁଜରାଟରୁ ପୁଣି ଜବତ ହୋଇଛି ୧୨୦ କେଜି ଡ୍ରଗ୍ସ। ଗୁଜରାଟ ଆତଙ୍କବାଦ ନିରୋଧ ସ୍କ୍ବାଡ(ଏଟିଏସ୍) ମୋରବି ଜିଲା ଝିନଜୁଦା ଗ୍ରାମରୁ ଏହି ବିପୁଳ ପରିମାଣର ଡ୍ରଗ୍ସ…
ନୂଆଦିଲ୍ଲୀ,୧୫।୧୧: ଅଯୋଧ୍ୟା ଉପରେ ପୁସ୍ତକ ଲେଖି ବିବାଦୀୟ ହୋଇପଡ଼ିଥିବା କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୈନିତାଲ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି କିଛି…
ନୂଆଦିଲ୍ଲୀ,୧୫।୧୧: ଦେଶରେ ପ୍ରଚଳିତ ମୃତଦେହ ବ୍ୟବଚ୍ଛେଦ ଆଇନରେ ବଡ଼ ପରିର୍ତ୍ତନ କରାଯାଇଛି। ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ସନ୍ଧ୍ୟା ୫ଟା ପରେ ଓ ସୂର୍ଯ୍ୟାସ୍ତ ପୂର୍ବରୁ ମୃତଦେହ…
ଚଣ୍ଡିଗଡ,୧୫।୧୧: ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପରେ ଚରଣଜିତ ସିଂ ଚନ୍ନି ତାଙ୍କ ସାମାଜିକ କାର୍ଯ୍ୟ ପାଇଁ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ତାଙ୍କ…
ବେଙ୍ଗାଲୁରୁ,୧୫।୧୧: ଲୋକଙ୍କୁ ନ୍ୟାୟିକ ସହାୟତା ପ୍ରଦାନ କ୍ଷେତ୍ରରେ ଆଇନଜୀବୀ ନିର୍ଭୟ ହୋଇ କାମ କରିବା ଆବଶ୍ୟକ। ଜଣେ କଷ୍ଟମ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀଙ୍କ ବିରୋଧରେ ଦାଖଲ କରାଯାଇଥିବା…
ଥିରୁଭାନନ୍ତପୁରମ୍,୧୫।୧୧: କେରଳର ପାଲକ୍କଡ ଜିଲାରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କୁ ସୋମବାର ଛୁରି ଭୁସି ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ଜଣଙ୍କ ହେଲେ ୨୭…
ଥିରୁଭାନନ୍ତପୁରମ୍,୧୫।୧୧: କୌଣସି ସଂସ୍ଥା ପକ୍ଷରୁ ସେଠାରେ ଉପଲବ୍ଧ ଆୟୁର୍ବେଦିକ ଚିକିତ୍ସା ତଥା ସୁବିଧା ସୁଯୋଗ ସମ୍ପର୍କରେ ସର୍ବସାଧାରଣଙ୍କ ସୂଚନା ଲାଗି ବିଜ୍ଞାପନ ପାଇଁ ଅନୁମତି ଲୋଡ଼ା ନାହିଁ।…