ଜାତୀୟ

କଂଗ୍ରେସକୁ ସାମଗ୍ରିକ ନେତୃତ୍ୱ ଲୋଡ଼ା

ନୂଆଦିଲ୍ଲୀ,୧୭ା୩: କଂଗ୍ରେସକୁ ଆଗକୁ ବଢ଼ିବାକୁ ହେଲେ ଏକ ସାମଗ୍ରିକ ଓ ସାମୂହିକ ନେତୃତ୍ୱର ମଡେଲ ଆପଣାଇବାକୁ ପଡ଼ିବ ବୋଲି ବୁଧବାର ଜି-୨୩ ନେତାମାନେ ମତ ପ୍ରକାଶ କରିଛନ୍ତି।…

4 years ago

୨୧.୯୫ କୋଟିର ଗଛ କଟା

ମୁମ୍ବାଇ, ୧୭ା୩: ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ବର୍ତ୍ତମାନ ସୁଦ୍ଧା ୨,୮୪, ୧୭୧ ଗଛ କଟା ହୋଇଥିବାବେଳେ ଏ ନେଇ ମୋଟ ୪୮ ହଜାର ମାମଲା…

4 years ago

ହିଜାବ ରାୟ ପ୍ରତିବାଦରେ ଆଜି କର୍ନାଟକ ବନ୍ଦ

ନୂଆଦିଲ୍ଲୀ,୧୭ା୩: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜ୍ୟ ସରକାରଙ୍କ ଡ୍ରେସ୍‌ କୋଡ୍‌କୁ ହାଇକୋର୍ଟ ବଳବତ୍ତର ରଖି ହିଜାବ କଟକଣା ଜାରି ରହିବ ବୋଲି ମଙ୍ଗଳବାର ସ୍ପଷ୍ଟ କରିବା ପରେ ମୁସଲମାନ…

4 years ago

ହୋଲି ପରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

ନୂଆଦିଲ୍ଲୀ,୧୭।୩ (ପି.ଟି.): ହିଜାବ ବିବାଦ ଉପରେ କର୍ନାଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ବୁଧବାର ଗ୍ରହଣ…

4 years ago

ପୂର୍ବତନ ପ୍ରତିରକ୍ଷା ସଚିବଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୭।୩ : ବହୁଚର୍ଚ୍ଚିତ ୩,୭୦୦ କୋଟି ଟଙ୍କାର ଅଗୁସ୍ତା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ (ସିବିଆଇ) ବୁଧବାର ପୂର୍ବତନ…

4 years ago

ସଡ଼କ ଦୁର୍ଘଟଣା ରୋକିବାକୁ ୭,୫୦୦ କୋଟିର ଯୋଜନା

ନୂଆଦିଲ୍ଲୀ,୧୭।୩ (ପି.ଟି.): ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ଜୀବନ ଯାଉଛି। ସେଥିରୁ ୬୫ ପ୍ରତିଶତଙ୍କ ବୟସ…

4 years ago

ଗୋଲ୍ଡେନ୍‌ ବାବା ନିଖୋଜ

କାନପୁର, ୧୭।୩: କାନପୁରର ଗୋଲ୍ଡେନ୍‌ ବାବା ଭାବେ ଜଣାଶୁଣା ମନୋଜ ସେଙ୍ଗର ମଙ୍ଗଳବାର ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଗୋଲ୍ଡେନ୍‌…

4 years ago

କଂଗ୍ରେସରେ ବଢୁଛି ଫାଟ: ଜି-୨୩ରେ ଯୋଗଦେଲେ ଥରୁର

ନୂଆଦିଲ୍ଲୀ,୧୬।୩: ପାଞ୍ଚଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ମଧ୍ୟରେ ଫାଟ ବଢିବାରେ ଲାଗିଛି। ଅସନ୍ତୁଷ୍ଟ ଗୋଷ୍ଠୀ ବାରମ୍ବାର ଦଳ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ…

4 years ago

ଲଦାଖରେ ଭୂକମ୍ପ

ଲେହ.୧୬।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବୁଧବାର ଭୂକମ୍ପ ଝଟ୍‌କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି। ସନ୍ଧ୍ୟା ୭.୦୫ ଭୂକମ୍ପ ଅନୁଭୂତ ହୋଇଥିବା…

4 years ago

୧୫୬ ଦେଶ ପାଇଁ ବୈଧ ଇ-ଭିଜା

ନୂଆଦିଲ୍ଲୀ,୧୬ା୩: ୧୫୬ ଦେଶର ନାଗରିକଙ୍କୁ ଦିଆଯାଇଥିବା ସମସ୍ତ ବୈଧ ପାଞ୍ଚ ବର୍ଷର ଇ-ଟୁରିଷ୍ଟ ଭିଜା କରୋନା ମହାମାରୀ ହେତୁ ଦୁଇ ବର୍ଷ ପାଇଁ ସ୍ଥଗିତ ରହିଥିଲା। ତେବେ…

4 years ago