ଜାତୀୟ

ବିରୋଧୀ ଏକତା ପାଇଁ ବାହାରିଲେ ନୀତୀଶ, ଦିଲ୍ଲୀ ଗସ୍ତ ପୂର୍ବରୁ ଲାଗିଲା ଗ୍ରହଣ

ପାଟନା,୫ ।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶି ସରକାର ଗଠନ କରିବା ପରେ ବିହାର ମୁଖ୍ୟମନ୍ତ୍ରୀ…

4 years ago

‘ଭାଜପା ସହ ଦ୍ୱିତୀୟଥର ମେଣ୍ଟ କରିବା ଥିଲା ଆମ ମୁର୍ଖତା’

ପାଟନା,୫।୯: ବିହାରରେ ଜେଡିୟୁ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ଭାଜପା ଓ ଜେଡିୟୁ ନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରୁଛନ୍ତି।…

4 years ago

କୋଟିପତି ଝାଡୁଦାରଙ୍କର ଟିବିରେ ମୃତ୍ୟୁ, ବ୍ୟାଙ୍କ ଖାତାରେ ରହିଗଲା ୭୦ ଲକ୍ଷ ଟଙ୍କା

ପ୍ରୟାଗରାଜ,୫ ।୯: ସଙ୍ଗମ ନଗରୀ ପ୍ରୟାଗରାଜରେ ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ(ସିଏମଏଚଓ) କାର୍ଯ୍ୟାଳୟର କୁଷ୍ଠରୋଗ ବିଭାଗରେ କାମ କରୁଥିବା କୋଟିପତି ଝାଡୁଦାରଙ୍କର ଟିବି ଯୋଗୁ ମୃତ୍ୟୁ…

4 years ago

ଅଟା ତରଳ କି କଠିନ ରାହୁଲ ଗାନ୍ଧୀ ଜାଣନ୍ତି ନାହିଁ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୪।୯: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ…

4 years ago

କଂଗ୍ରେସକୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୪।୯ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ବିଶ୍ୱନାଥସିଂ ବାଘେଲା ରାଜ୍ୟ ଯୁବକଂଗ୍ରେସ ଅଧ୍ୟକ୍ଷ ପଦରୁ ରବିବାର ଇସ୍ତଫା…

4 years ago

ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କଲେ କେ. କେ. ଶୈଳଜା

ଥିରୁଭାନନ୍ତପୁରମ୍‌,୪।୯: କେରଳର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ସିପିଆଇ (ଏମ) ନେତା କେ.କେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ସେ…

4 years ago

ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୯: ମୁମ୍ବାଇ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଦେଶର ବଡ ଶିଳ୍ପପତିମାନଙ୍କ ମଧ୍ୟରେ ସାଇରସ…

4 years ago

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଅସୁସ୍ଥ

ଚଣ୍ଡିଗଡ଼,୪ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଚଣ୍ଡିଗଡ଼…

4 years ago

ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୪।୯: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସାଇରସ ମିସ୍ତ୍ରୀଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମୃତୁ୍‌ୟ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ…

4 years ago

ମୁଁ ଇଡିକୁ ଭୟ କରିନାହିଁ, ୫୫ ଘଣ୍ଟା କାହିଁକି ୫ବର୍ଷ ବି କରିପାରନ୍ତି ଜେରା: ରାହୁଲ

ନୂଆଦିଲ୍ଲୀ,୪ ।୯: ଦେଶର ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ହଲ୍ଲାବୋଲ ରାଲିରେ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଉପରେ ଖୁବ୍ ବର୍ଷିଛନ୍ତି । କୃଷକ,…

4 years ago